ତାରସିଂ ବନାଞ୍ଚଳରେ ନୂତନ ଅଧିକାରୀଙ୍କ ଦ୍ବାୟତ୍ବ ଗ୍ରହଣ
Acceptance of duality of new officers in Tarsingh forest.
ଭଞ୍ଜନଗର---ଉତ୍ତର ଘୁମୁସର ବନଖଣ୍ଡର ତାରସିଂ ବନାଞ୍ଚଳରେ ନୂତନ ଅଧିକାରୀ ଭାବେ ତାରାକାନ୍ତ ଉଦଗାତା ଦାୟିତ୍ବ ଗ୍ରହଣ କରିଛନ୍ତି । ଶ୍ରୀ ଉଦଗାତା ଫୁଲବାଣୀ କେନ୍ଦୁଲିପି ଡିଭିଜନରରେ ଥିବା ଗୋଛାବାଡି ବନାଞ୍ଚଳ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ। ପୂର୍ବରୁ ତାରସିଂ ବନାଞ୍ଚଳ ଅଧିକାରୀ ଭାବେ ଶିବରାମ ନାୟକ କିଛି ଦିନ ହେଲା କାର୍ଯ୍ୟ ତୁଲାଇ ଆସୁଥିଲେ। ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଶ୍ରୀ ଉଦଗାତା କହିଛନ୍ତି ଜଙ୍ଗଲ ସୁରକ୍ଷା,ମୂଲ୍ୟବାନ କାଠ ଚୋରି ରୋକିବା , ଏବଂ ବନ୍ୟପ୍ରାଣୀ ଓ ହାତୀଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯିବ । ବୋଲି କହିଛନ୍ତି । ଦାୟିତ୍ବ ଗ୍ରହଣ ସମୟରେ ପୂର୍ବରୁ ଦ୍ବାୟତ୍ବ ତୁଲାଇ ଆସୁଥିବା ତଥା ଗାଲେରୀ ବନାଞ୍ଚଳ ଅଧିକାରୀ ଶିବରାମ ନାୟକ,ତାରସିଂ ବନପାଳ ଦିଲ୍ଲୀପ କୁମା⁵ର ଦାଶ ସମେତ କାର୍ଯ୍ୟଳୟ କର୍ମଚାରୀ,ବନରକ୍ଷୀ ,ସ୍କ୍ବାର୍ଡ କର୍ମଚାରୀମାନେ ଉପସ୍ଥିତ ରହି ଳୁତନ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ଓଡ଼ଗାଁ ରୁ ଦୀଲ୍ଳିପ କୁମାର ବିଶୋଇ , ୧୦/୨/୨୦----୯,୩୦ Sakhigopal News,10/2/2022