Breaking News

ଧର୍ମଗୁଳାରେ ୱାର୍ଡ ସଭ୍ୟା ବିଜୟୀ

Ward members win in Dharmagula

ସାକ୍ଷୀଗୋପାଳ-----ସତ୍ୟବାଦୀ ବ୍ଳକର ୩୩ନଂ ଜୋନର ମହୁରା ଗ୍ରାମ ପ୍ରଞ୍ଚାୟତର ୧ନଂ ୱାର୍ଡ ରେ ୱାର୍ଡ ସଭ୍ୟା ଭାବେ ଦୁଇଜଣ ମହିଳା ପ୍ରତିଯୋଗିତା କରୁଥିଲେ  ମମତା ସ୍ୱାଇଁ-୧୦୧ ଓରଶ୍ମିତା ସ୍ୱାଇଁ -୧୦୧ ଖଣ୍ଡ ଭୋଟ ପାଇଥିଲେ । ଶେଷରେ ବ୍ଳକ ପଞ୍ଚାୟତ ନିର୍ବାଚନ ଅଧିକାରୀ କ୍ଷୀରୋଦ କୁମାର ବେହେରା ଧର୍ମଗୁଳାର ସହଯୋଗ ନେଇଥିଲେ । ଉକ୍ତ ପଞ୍ଚାୟତର ଓ ୱାର୍ଡର ଏଜେଣ୍ଟ ମାନଙ୍କ ଉପସ୍ଥିତିରେ ଧର୍ମଗୁଳା ପକାଯାଇଥିଲା ।ଏଥିରେ ମମତା ସ୍ୱାଇଁଙ୍କୁ ବିଜୟୀ ଘୋଷଣା କରାଯାଇଥିଲା ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୨/୨୦୨୨-- ୫,୦୫   Sakhigopal News , 28/2/2022

Blog Archive

Popular Posts