ସତ୍ୟବାଦୀରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାପଳ ଗଣତି ଆରମ୍ଭ ; ୩୧ ନଂ ଜୋନ
ସାକ୍ଷୀଗୋପାଳ-- ସତ୍ୟବାଦୀ ବ୍ଳକରେ ୨୪ ଗୋଟି ପଞ୍ଚାୟତରେ ୩୦୫ଗୋଟି ବୁଥ ରହିଛି । ତିନୋଟି ଜିଲ୍ଲାପରିଷଦ ଜୋନ ରହିଛି । ୩୧, ୩୨ ଓ ୩୩ ନଂ ଜୋନ ରହିଛି । ୧ଲକ୍ଷ ୧୩ହଜାର ୧୯୯ ଜଣ ଭୋଟର ରହିଛନ୍ତି । ପ୍ରଥମ ଦିନରେ ୩୧ନଂ ଜିଲ୍ଲାପରିଷଦ ଜୋନର ଭୋଟ ଗଣତି ଆରମ୍ଭ ।ଏହି ଜୋନରେ ୯ ଗୋଟି ଗ୍ରାମ ପଞ୍ଚାୟତ ରହିଛି । ୬ ଜଣ ଜିଲ୍ଲା ପରିଷଦ ୧୧୩ଟି ୱାର୍ଡ ସଭ୍ୟ ରହିଥିବା ବେଳେ ୩୨ ଜଣ ସରପଞ୍ଚ ଓ ୩୦ ଜଣ ସମିତିସଭ୍ୟସଭ୍ୟା ନିର୍ବାଚନରେ ଲଡୁଛନ୍ତି । ---
ମଧୁବନଗ୍ରାମ ପଞ୍ଚାୟତ ---
ସରପଞ୍ଚ-----
୧-- ଅନାମିକା ଦେବୀ ---୪୮
୨---କନିଲତା ପରିଡା-- ୪୨
୩---ବର୍ଷା ପରିଡା---୦୮
୪--ମିନା ପ୍ରଧାନ---୬୨
୫--ରଶ୍ମିତା ପ୍ରଧାନ---୩୨
ସମିତିସଭ୍ୟ ପାଇଁ
୧--ପୁଷ୍ପଲତା ସାହୁ---୮୦
୨---ମିନତୀ ବରାଳ--୧୮
୩---ଶୈଳବାଳା ସାହୁ --- ୮୯
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୨/୨୦୨୨---- ୮,୫୦ Sakhigopal News, 26/2/2022