Breaking News

ସତ୍ୟବାଦୀରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାପଳ ଗଣତି ଆରମ୍ଭ ; ୩୧ ନଂ ଜୋନ

 

ସାକ୍ଷୀଗୋପାଳ-- ସତ୍ୟବାଦୀ ବ୍ଳକରେ  ୨୪ ଗୋଟି ପଞ୍ଚାୟତରେ ୩୦୫ଗୋଟି ବୁଥ ରହିଛି ।  ତିନୋଟି ଜିଲ୍ଲାପରିଷଦ ଜୋନ ରହିଛି । ୩୧, ୩୨ ଓ ୩୩ ନଂ ଜୋନ ରହିଛି । ୧ଲକ୍ଷ ୧୩ହଜାର ୧୯୯ ଜଣ ଭୋଟର ରହିଛନ୍ତି ।  ପ୍ରଥମ ଦିନରେ ୩୧ନଂ  ଜିଲ୍ଲାପରିଷଦ ଜୋନର ଭୋଟ ଗଣତି ଆରମ୍ଭ ।ଏହି ଜୋନରେ ୯ ଗୋଟି ଗ୍ରାମ ପଞ୍ଚାୟତ ରହିଛି । ୬ ଜଣ ଜିଲ୍ଲା ପରିଷଦ ୧୧୩ଟି ୱାର୍ଡ  ସଭ୍ୟ ରହିଥିବା ବେଳେ ୩୨ ଜଣ ସରପଞ୍ଚ ଓ ୩୦ ଜଣ ସମିତିସଭ୍ୟସଭ୍ୟା ନିର୍ବାଚନରେ ଲଡୁଛନ୍ତି ।  ---

 ଆଳିସ ଗ୍ରାମ  ପଞ୍ଚାୟତ ---

 ସରପଞ୍ଚ-----

୧-- ବାସୁଦେବ ମଲ୍ଲିକ---୪୦

୨---ସୁରଥ ଚନ୍ଦ୍ର ସେଠୀ-- ୧୨୯

ସମିତିସଭ୍ୟ ପାଇଁ 

୧--କାତ୍ତିକ ମଲିକ---୧୨୫

୨---ବିପିନ କୁମାର ବେହେରା--୩୬

୩---ମହେଶ୍ୱର ସେଠୀ --- ୦୮

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୨/୨୦୨୨---- ୮,୫୦   Sakhigopal News-- 26/2/2022

Blog Archive

Popular Posts