ସମାଜର ପୂର୍ବତନ ସମ୍ପାଦକ ରାଧାନାଥଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ
Radhanath, former editor of the Society, is celebrating his death anniversary
ସାକ୍ଷୀଗୋପାଳ--- ସତ୍ୟବାଦୀରେ ସମାଜର ପୂର୍ବତନ ସମ୍ପାଦକ ତଥା ପଦ୍ମଭୂଷଣ ରାଧାନାଥ ରଥଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ବକୁଳବନ ସ୍ଥିତ ପଞ୍ଚସଖାଙ୍କ ସମାଧିପୀଠ ନିକଟରେ ଥିବା ଶ୍ରୀରଥଙ୍କ ସମାଧି ପୀଠକୁ ଭାରତ ବିକାଶ ପରିଷଦ ପକ୍ଷରୁ ସଫେଇ କରାଯାଇଥିଲା । ପୀଠରେ ଶିକ୍ଷକ ସତ୍ୟବାଦୀ ଦାଶ ଓ ଆଇନଜୀବୀ ଗୁଣ୍ଡିଚା ବରାଳଙ୍କ ସହିତ ଛାତ୍ର ମାନେ ମାଲ୍ୟାର୍ପଣ କରିବା ସହିତ ଶ୍ରୀରଥଙ୍କରକିର୍ତ୍ତିୀ କୃତିର ସ୍ମୃତିଚାରଣ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୨/୨୦୨୨ --10, 50
Sakhigopal News, 16/2/2022