ସାକ୍ଷୀଗୋପାଳ --- ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ୩୧ ନଂ ଜୋନରେ ଜିଲ୍ଲା ପରିଷଦ ସଭ୍ୟ ନାରାୟଣ ରାଉତରାୟ ୪୪୦୦ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଜାନକୀ ବଲ୍ଲଭ ବରାଳ( ବିଜେପି)୧୧-୧୫୪ ଓ ନାରାୟଣ ରାଉତରାୟ (ବିଜେଡି) ୧୫,୫୫୪ ଖଣ୍ଡ ପାଇଛନ୍ତି ।