ସତ୍ୟବାଦୀ ବ୍ଳକର ୩୩ନଂ ଜୋନର ଫଳାଫଳ ଘୋଷଣା
Announcement of the results of Zone 33 of the Satyavadi block
ସାକ୍ଷୀଗୋପାଳ ----ଜିଲ୍ଲା ପରିଷଦ ପ୍ରାର୍ଥୀ--- ବିଜେପି ପ୍ରାର୍ଥୀ ରତିକାନ୍ତ ମିଶ୍ର ବିଜୟୀ
ସରପଞ୍ଚ ବିଜୟୀ ପ୍ରାର୍ଥୀ
ବଳପୁର --- ପ୍ରିୟଙ୍କା ପଣ୍ଡା
ରାଇଖଣ୍ଡି---ସତ୍ଯନାରାୟଣ ନାୟକ
ପରଜାପଡା---ଗୋପାଳଚନ୍ଦ୍ର ମିଶ୍ର ,
ବିଦ୍ୟାଧରପୁର -- ଦୁଃଶାସନ ପ୍ରଧାନ
ସାରଙ୍ଗଯୋଡି--ଜ୍ଯୋର୍ତିମୟୀ ରଥ,
ମହୁରା--- ସରିତା ପ୍ରିୟଦର୍ଶିନୀ ପରିଡ଼ା,
କେତିକିପାଟଣା---ବିନତି ନାୟକ
ବଳରାମପୁରଗଡ--- ପୁଷ୍ପା ମାନସିଂହ
ସମିତି ସଭ୍ୟ
ପରଜାପଡା-- ରାମଚନ୍ଦ୍ର ମହାନ୍ତି
କେତିକିପାଟଣା--ସମ୍ପଦ କୁମାର ପରିଡ଼ା
ବଳପୁର--- ନିବେଦିତା ପାତ୍ର
ବଳରାମପୁରଗଡ--- ଲିଙ୍ଗରାଜ ସ୍ବାଇଁ
ବିଦ୍ୟାଧରପୁର ---ପ୍ରଫୁଲ ପ୍ରଧାନ
ମହୁରା--- ପ୍ରେମାନନ୍ଦ ବେହେରା
ରାଇଖଣ୍ଡି--- ରମାମଣି ପାତ୍ର
ସାରଙ୍ଗଯୋଡି--ରୋଜାଲିନ ଜେନା ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୨/୨୦୨୨----୧୦,୪୦ Sakhigopal News,28/2/2022