Breaking News

ସତ୍ୟବାଦୀରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାପଳ ଗଣତି ଆରମ୍ଭ ; ୩୧ ନଂ ଜୋନ

 

ସାକ୍ଷୀଗୋପାଳ-- ସତ୍ୟବାଦୀ ବ୍ଳକରେ  ୨୪ ଗୋଟି ପଞ୍ଚାୟତରେ ୩୦୫ଗୋଟି ବୁଥ ରହିଛି ।  ତିନୋଟି ଜିଲ୍ଲାପରିଷଦ ଜୋନ ରହିଛି । ୩୧, ୩୨ ଓ ୩୩ ନଂ ଜୋନ ରହିଛି । ୧ଲକ୍ଷ ୧୩ହଜାର ୧୯୯ ଜଣ ଭୋଟର ରହିଛନ୍ତି ।  ପ୍ରଥମ ଦିନରେ ୩୧ନଂ  ଜିଲ୍ଲାପରିଷଦ ଜୋନର ଭୋଟ ଗଣତି ଆରମ୍ଭ ।ଏହି ଜୋନରେ ୯ ଗୋଟି ଗ୍ରାମ ପଞ୍ଚାୟତ ରହିଛି । ୬ ଜଣ ଜିଲ୍ଲା ପରିଷଦ ୧୧୩ଟି ୱାର୍ଡ  ସଭ୍ୟ ରହିଥିବା ବେଳେ ୩୨ ଜଣ ସରପଞ୍ଚ ଓ ୩୦ ଜଣ ସମିତିସଭ୍ୟସଭ୍ୟା ନିର୍ବାଚନରେ ଲଡୁଛନ୍ତି ।  -- 

  ନୂଆସମେଶ୍ୱରପୁର ଗ୍ରାମ  ପଞ୍ଚାୟତ ---

 ସରପଞ୍ଚ-----

୧-- ଆର୍ତ୍ତତ୍ରାଣ ମଲିକ---୦୩

୨---ନୀଳକଣ୍ଠ ସ୍ୱାଇଁ -- ୧୧

୩---ପ୍ରଶାନ୍ତ କୁମାର ପାଣି --- ୧୪୯

୪-- ବିରଞ୍ଚି ନାରାୟଣ ଦାଶ --୦୦

୫---ସୁରେନ୍ଦ୍ର ଭୋଇ ---୨୩

୬ ସୂର୍ଯ୍ୟନାରାୟଣ ଜେନା ---୦୦


ସମିତିସଭ୍ୟ ପାଇଁ 

୧--ଚନ୍ଦ୍ରିକା ମହାରଣା  ---୨୨

୨---ଜ୍ୟୋତିମୟୀ ପଣ୍ଡା  --୧୫୭

୩---ରଶ୍ମିତା ମଲିକ  ---  ୦୪

୪-- ରିନା ମଲ୍ଲିକ---୦୩

୫--- ସ୍ନେହଲତା ପଣ୍ଡା---୦୦

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୨/୨୦୨୨---- ୮,୫୦   Sakhigopal News, 26/2/2022

Blog Archive

Popular Posts