Breaking News

ଇନ୍ଦେଶ୍ୱରଦେବଙ୍କ ପୀଠରେ 19 ତମପଞ୍ଚକୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ

The 19th Tampa Panchkundiya Bishwashanti Mahayagna begins at Indeshwar Dev's peeth


ସାକ୍ଷୀଗୋପାଳ --- ଓଲ ଗ୍ରାମରେ ପୂଜା ପାଉଥିବା ବାବା ଇନ୍ଦେଶ୍ୱରଦେବଙ୍କ ପୀଠରେ 19 ତମ ପଞ୍ଚକୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ପୀଠଟି ରାଜା ରାଜୁଡାଙ୍କ ଶାସନ କାଳରେ ସ୍ଥାପିତ ହୋଇଥବା ସହ ପାତାଳାପୁଟି ଠାକୁର ବୋଲି କୁହାଯାଇଥାଏ । ଏହି ଯଜ୍ଞକୁ ପୁରୀ ଶ୍ରୀକ୍ଷେତ୍ରରୁ ଅଖଣ୍ଡ ଜ୍ୟୋତି ଏକ ଶୋଭାଯାତ୍ରାରେ ଇନ୍ଦେଶ୍ୱରଙ୍କ ପିଠକୁ ଆସିଥିଲା । ଆଜି ସ୍ରୋତିୟ ବାହ୍ମଣ ମାନଙ୍କ ଦ୍ୱାରାଖଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ଓ ଯଜ୍ଞକମିଟିଙ୍କ ସହିତ ଶ୍ରଦ୍ଧାଳୁ ମାନେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୨/୨୦୨୨---୧୦,୫୫

Sakhigopal News, 12/2/2022

Blog Archive

Popular Posts