ସତ୍ୟବାଦୀରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାପଳ ଗଣତି ଆରମ୍ଭ ; ୩୧ ନଂ ଜୋନ
ସାକ୍ଷୀଗୋପାଳ-- ସତ୍ୟବାଦୀ ବ୍ଳକରେ ୨୪ ଗୋଟି ପଞ୍ଚାୟତରେ ୩୦୫ଗୋଟି ବୁଥ ରହିଛି । ତିନୋଟି ଜିଲ୍ଲାପରିଷଦ ଜୋନ ରହିଛି । ୩୧, ୩୨ ଓ ୩୩ ନଂ ଜୋନ ରହିଛି । ୧ଲକ୍ଷ ୧୩ହଜାର ୧୯୯ ଜଣ ଭୋଟର ରହିଛନ୍ତି । ପ୍ରଥମ ଦିନରେ ୩୧ନଂ ଜିଲ୍ଲାପରିଷଦ ଜୋନର ଭୋଟ ଗଣତି ଆରମ୍ଭ ।ଏହି ଜୋନରେ ୯ ଗୋଟି ଗ୍ରାମ ପଞ୍ଚାୟତ ରହିଛି । ୬ ଜଣ ଜିଲ୍ଲା ପରିଷଦ ୧୧୩ଟି ୱାର୍ଡ ସଭ୍ୟ ରହିଥିବା ବେଳେ ୩୨ ଜଣ ସରପଞ୍ଚ ଓ ୩୦ ଜଣ ସମିତିସଭ୍ୟସଭ୍ୟା ନିର୍ବାଚନରେ ଲଡୁଛନ୍ତି ।
--ସାଣ୍ଢରାଶାସନ ଗ୍ରାମ ପଞ୍ଚାୟତ ---
ସରପଞ୍ଚ-----
୧-- କନକ ମଞ୍ଜରୀ ବେହେରା---୧୨୮
୨---ପୂର୍ଣ୍ଣିମା ସେଠୀ -- ୧୪୨
୩---ବାସନ୍ତି ବେହେରା---୮୭
ସମିତିସଭ୍ୟ ପାଇଁ
୧--ପଞ୍ଚେଇ ବେହେରା---୧୩୭
୨---ରଶ୍ମିତା ଭୋଇ --୯୩
୩---ସୁମିତ୍ରା ବେହେରା --- ୧୧୬
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୨/୨୦୨୨---- ୧୧,୫୦
Sakhigopal News, 26/2/20222