Breaking News

ମଟର ସାଇକେଲ ଡିକି ଭାଙ୍ଗି ଲକ୍ଷେ ଟଙ୍କା ଚୋରି

 He broke a motorcycle dock and stole millions of dollars

 ସାକ୍ଷୀଗୋପାଳ ----  ସତ୍ୟବାଦୀ ଥାନା ଅନ୍ତର୍ଗତ ନୂଅସମେଶ୍ପରପୁର ଗ୍ରାମର ପ୍ରମୋଦ କୁମାର ମିଶ୍ର ପୁରୀ ନିମାପଡା ବ୍ୟଙ୍କ ସାକ୍ଷୀଗୋପାଳ ଶାଖାରୁ ଏକଲକ୍ଷ ଟଙ୍କା ଉଠାଇଥିଲେ । ସାକ୍ଷୀଗୋପାଳବଜାରରେ ଏକ ଚା ଦେକାନରେ ଚା ପିଇବା ସମୟରେ ଚାଙ୍କ ଗାଡି ଡିକି ଭାଙ୍ଗି କେହି ଦୁବୁର୍ତ୍ତ ଟଙ୍କା ନେଇ ଯାଇଥିବା ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ କ୍ରମେ ୬୩/୨୨ରେ ଏକ କେସରୁଜ କରି ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳ ତଦନ୍ତ ଜାରି ରହିଛି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୨/୨୦୨୨---୫,୪୦

  Sakhigopal News, 24/2/2022

Blog Archive

Popular Posts