Breaking News

ସତ୍ୟବାଦୀରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାପଳ ଗଣତି ଆରମ୍ଭ ; ୩୧ ନଂ ଜୋନ


 

ସାକ୍ଷୀଗୋପାଳ-- ସତ୍ୟବାଦୀ ବ୍ଳକରେ  ୨୪ ଗୋଟି ପଞ୍ଚାୟତରେ ୩୦୫ଗୋଟି ବୁଥ ରହିଛି ।  ତିନୋଟି ଜିଲ୍ଲାପରିଷଦ ଜୋନ ରହିଛି । ୩୧, ୩୨ ଓ ୩୩ ନଂ ଜୋନ ରହିଛି । ୧ଲକ୍ଷ ୧୩ହଜାର ୧୯୯ ଜଣ ଭୋଟର ରହିଛନ୍ତି ।  ପ୍ରଥମ ଦିନରେ ୩୧ନଂ  ଜିଲ୍ଲାପରିଷଦ ଜୋନର ଭୋଟ ଗଣତି ଆରମ୍ଭ ।ଏହି ଜୋନରେ ୯ ଗୋଟି ଗ୍ରାମ ପଞ୍ଚାୟତ ରହିଛି । ୬ ଜଣ ଜିଲ୍ଲା ପରିଷଦ ୧୧୩ଟି ୱାର୍ଡ  ସଭ୍ୟ ରହିଥିବା ବେଳେ ୩୨ ଜଣ ସରପଞ୍ଚ ଓ ୩୦ ଜଣ ସମିତିସଭ୍ୟସଭ୍ୟା ନିର୍ବାଚନରେ ଲଡୁଛନ୍ତି । 

 --  ବୀରରାମଚନ୍ଦ୍ରପୁର  ଗ୍ରାମ  ପଞ୍ଚାୟତ ---

 ସରପଞ୍ଚ-----

୧-- ଦୀପା ବେହେରା---୧୯୨

୨--ପୁଷ୍ପାଲତା ବେହେରା-- ୦୧

୩---ବର୍ଷାରାଣୀ ସେଠୀ --- ୧୧୭

୪-- ବାସନ୍ତୀ ବେହେରା -୧୧


ସମିତିସଭ୍ୟ ପାଇଁ 

୧--କିଶୋର ଭୋଇ   ---୭୭

୨---ବିଷ୍ଠୁ ବେହେରା  --୨୦୧

୩---ସୁକାନ୍ତି ଭୋଇ   ---  ୩୫


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୨/୨୦୨୨---- ୮,୫୦   

Sakhigopal News, 26/2/2022

Blog Archive

Popular Posts