ଆଚାର୍ଯ୍ୟ ହରିହର ଶିଶୁ ଭବନ ର 43 ତମ ପ୍ରତିଷ୍ଠା ଦିବସ ପାଳିତ
Acharya Harihar Shishu Bhavan celebrates its 43rd founding day
ସାକ୍ଷୀଗୋପାଳ ----ଆଜି ପୁନ୍ୟସ୍ଲୋକ ଆଚାର୍ଯ୍ୟ ହରିହର ଦାସ ମହୋଦୟ ଙ୍କ ଶ୍ରାଦ୍ଧ ବାର୍ଷିକୀ ଏବଂ ଆଚାର୍ଯ୍ୟ ହରିହର ଶିଶୁ ଭବନ ର ୪୩ ତମ ପ୍ରତିଷ୍ଠା ଦିବସ । ମୁଖ୍ୟ ଅତିଥି ଭାବେ ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ , ଉମା ବଲ୍ଲଭ ମହାପାତ୍ର ମୁଖ୍ୟ ବକ୍ତା ,ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ମୁଖ୍ୟ ମନୋଜ କୁମାର ତ୍ରିପଠୀ,ସମ୍ମାନିତ ବକ୍ତା ଭାବରେ ଦେବପ୍ରସାଦ ଦାସ,ଆଶ୍ରମ ର ଉପସଭାପତି ବିରେନ୍ଦ୍ର ଭୂଷଣ ହୋତା ଯୋଗ ଦେଇଥିଲେ । ଅତିଥି ଙ୍କ ଦ୍ଵାରା ଆଶ୍ରମ ର ପ୍ରଗତି ଓ ଇତିବୃତି ପୁସ୍ତକ ଉନ୍ମୋଚନ କରାଯାଇଥିଲା ।ଭବନ ର ପରିଚାଳନା କମିଟି ର ବରିଷ୍ଠ ସଭ୍ୟ ବ୍ରଜବନ୍ଧୁ ନନ୍ଦ ,ସଭ୍ୟା ରାଜଲକ୍ଷ୍ମୀ ଦାସ ଶିଶୁ ଭବନ ର ପ୍ରଗତି ଓ ଇତିବୃତି ପୁସ୍ତକ ର ବିବରଣୀ ପାଠ କରିଥିଲେ।ଏହି ସଭା ରେ କିଶୋର ଚନ୍ଦ୍ର ମହାପାତ୍ର,ରଞ୍ଜନ କୁମାର ମିଶ୍ର ,ସୁରେନ୍ଦ୍ର ସାହୁ ଉପସ୍ଥିତ ରହି ଶିଶୁ ମାନଙ୍କୁ ଉଦବୋଧନ ଦେବା ସହ ଆଚାର୍ଯ୍ୟ ହରିହର ଙ୍କ ସ୍ମୃତି ଚରଣ କରିଥିଲେ।ଏହି ଉତ୍ସବ ରେ ଆଶ୍ରମ ର ପରିଚାଳକ ସୁବୋଧ କୁମାର ସ୍ବାଇଁ,ପରାମର୍ଶ ଦତ୍ରି ମିନାକ୍ଷୀ ବାରିକ,କେସ ୱର୍କର ସୁଭ୍ରଜିତା ଶୁଭଦର୍ଶୀନି , ଜ୍ୟୋତି ରାଣୀ ମିଶ୍ର , କବିତା ପାତ୍ର ,ଶାନ୍ତିଲତା ଚୌଧୁରୀ,ପ୍ରମୋଦ କୁମାର ଜେନା,ଶାନ୍ତନୁ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୧/୨/୨୦୨୨---୮,୫୫ Sakhigopal News,21/2/2022