ଆରଆଇ ଅଫିସରୁ ଚୋରୀ ଯାଇଥିବା ଫ୍ୟାନ ଜବତ; ଦୁଇ ଗିରଫ
Stolen fans seized from RI office; Two arrested
ସାକ୍ଷୀଗୋପାଳ--- ସତ୍ୟବାଦୀ ଥାନା ଅନ୍ତର୍ଗତ ସଦାନନ୍ଦପୁର ଗ୍ରାମରେ ଥିବା ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ପରିସରରୁ ଚୋରି ହୋଇଥିବା ନେଇ ସତ୍ୟବାଦୀ ଥାନାରେ ରଜତ କୁମାର ନାୟକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ସତ୍ୟବାଦୀ ପୋଲିସ ଅନୁସନ୍ଦାନ ଜରି ଚୋରୀ ଯାଇଥିବା ଦୁଇଟି ସିଲିଂ ପ୍ୟାନ ଓ ଗୋଟିଏ ଟେବୁଲ ଫ୍ୟାନ ପୋଲିସ ଚବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଅଠେଇଶ ଗ୍ରାମର କାଳିଆ ଭୋଇ ଓ ମୁନା ଭୋଇ ବୋଲି ଆଇଆଇସି ଦିଲ୍ଲୀପ କୁମାର ଧଳଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୨/୨୦୨୨---୫,୪୦
Sakhigopal News, 24/2/2022