Breaking News

ୟୁ ବି ହାଇସ୍କୁଲରେ ସ୍ବଚ୍ଛଭାରତ ଅଭିଯାନ

Swachhbharat campaign at UB High School.

ଭଞ୍ଜନଗର : ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ
ବିଦ୍ୟାଳୟରେ ସ୍ବଚ୍ଛଭାରତ ଅଭିଯାନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୨ ଓଡ଼ିଶା ବାଟାଲିୟନ ର ଏନ୍‌ସିସି ଆର୍ମି ଅଫିସର ଶ୍ୟାମା ପ୍ରସାଦ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ନାଭାଲ୍ ଅଫିସର୍ କେଦାର ନାଥ ସେଠୀ ମଧ୍ୟଯୋଗଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଏୟାର୍ ଅଫିସର ପ୍ରଶାନ୍ତ କୁମାର ପ୍ରଧାନ , ସ୍କାଉଟ୍ ମାଷ୍ଟର ଶଙ୍କର ପ୍ରସାଦ ପଟ୍ଟନାୟକ, ଶିକ୍ଷକ ଅମିତ୍ କୁମାର ବେହେରା, ସନ୍ତୋଷ କୁମାର ବେହେରା, ଶିକ୍ଷୟିତ୍ରୀ ସସ୍ମିତା ନାୟକ, ବିଳାସିନୀ ଜେନା, ସପନେଶ୍ବରୀ ଦିଗାଲ , ଏନ୍ ସି ସି କ୍ୟାଡେଟ ଶୁଭମ୍ ପ୍ରଧାନ, ଶୁଭମ୍ ଦୋରା, ବିଷ୍ଣୁ ମହାନ୍ତି, ନନ୍ଦ ଲାଲା ସାହୁ ଓ ଶ୍ରୀ ମିଶ୍ର ପ୍ରମୁଖ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିସରରେ ଥିବା ଉପେନ୍ଦ୍ର ଭଞ୍ଜ ପ୍ରତିମୂର୍ତ୍ତି ଚତୁର୍ପାର୍ଶ୍ବ ଏବଂ ସମଗ୍ର ବିଦ୍ୟାଳୟ ହତା ସଫେଇ କରାଯାଇଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୨/୨୦୨୨---୮,୫୦ , 

Blog Archive

Popular Posts