Breaking News

ସତ୍ୟବାଦୀରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାପଳ ଗଣତି ଆରମ୍ଭ ; ୩୧ ନଂ ଜୋନ



ସାକ୍ଷୀଗୋପାଳ-- ସତ୍ୟବାଦୀ ବ୍ଳକରେ  ୨୪ ଗୋଟି ପଞ୍ଚାୟତରେ ୩୦୫ଗୋଟି ବୁଥ ରହିଛି ।  ତିନୋଟି ଜିଲ୍ଲାପରିଷଦ ଜୋନ ରହିଛି । ୩୧, ୩୨ ଓ ୩୩ ନଂ ଜୋନ ରହିଛି । ୧ଲକ୍ଷ ୧୩ହଜାର ୧୯୯ ଜଣ ଭୋଟର ରହିଛନ୍ତି ।  ପ୍ରଥମ ଦିନରେ ୩୧ନଂ  ଜିଲ୍ଲାପରିଷଦ ଜୋନର ଭୋଟ ଗଣତି ଆରମ୍ଭ ।ଏହି ଜୋନରେ ୯ ଗୋଟି ଗ୍ରାମ ପଞ୍ଚାୟତ ରହିଛି । ୬ ଜଣ ଜିଲ୍ଲା ପରିଷଦ ୧୧୩ଟି ୱାର୍ଡ  ସଭ୍ୟ ରହିଥିବା ବେଳେ ୩୨ ଜଣ ସରପଞ୍ଚ ଓ ୩୦ ଜଣ ସମିତିସଭ୍ୟସଭ୍ୟା ନିର୍ବାଚନରେ ଲଡୁଛନ୍ତି ।  ---

ଅଳଗୁମ ପଞ୍ଚାୟତ ---

 ସରପଞ୍ଚ---

୧---ଭରିମା କାନ୍ତୀ ଜେନା---୯୬

୨---ରାଜଲକ୍ଷ୍ମୀ ପ୍ରଧାନ---୧୭

୩----ସବିତା ବିଶ୍ୱାଳ---୧୧

୪-- ସରସ୍ୱତୀ ବିଶ୍ୱାଳ---୧୮୨

ସମିତିସଭ୍ୟ--- 

୧--ଚାରୁଲତା ପ୍ରଧାନ---୧୯

୨--ପୁଷ୍ପାଞ୍ଜଳି ବିଶ୍ୱାଳ--୧୬୨

୩--ମିନା କୁମାରୀ ପ୍ରଧାନ---୭୮

୪-ଖୁନ୍ତାମଞ୍ଜରୀ ବିଶ୍ୱାଳ--୪୪

୫--- ଲକ୍ଷ୍ମୀପିୟା ମହାନ୍ତି---  ୦୯

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୨/୨୦୨୨---୮,୪୦   Sakhigopal News, 26/2/2022

Blog Archive

Popular Posts