Breaking News

ସତ୍ୟବାଦୀରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାପଳ ଗଣତି ଆରମ୍ଭ ; ୩୧ ନଂ ଜୋନ

ସାକ୍ଷୀଗୋପାଳ-- ସତ୍ୟବାଦୀ ବ୍ଳକରେ ୨୪ ଗୋଟି ପଞ୍ଚାୟତରେ ୩୦୫ଗୋଟି ବୁଥ ରହିଛି । ତିନୋଟି ଜିଲ୍ଲାପରିଷଦ ଜୋନ ରହିଛି । ୩୧, ୩୨ ଓ ୩୩ ନଂ ଜୋନ ରହିଛି । ୧ଲକ୍ଷ ୧୩ହଜାର ୧୯୯ ଜଣ ଭୋଟର ରହିଛନ୍ତି । ପ୍ରଥମ ଦିନରେ ୩୧ନଂ  ଜିଲ୍ଲାପରିଷଦ ଜୋନର ଭୋଟ ଗଣତି ଆରମ୍ଭ ।ଏହି ଜୋନରେ ୯ ଗୋଟି ଗ୍ରାମ ପଞ୍ଚାୟତ ରହିଛି । ୬ ଜଣ ଜିଲ୍ଲା ପରିଷଦ ୧୧୩ଟି ୱାର୍ଡ  ସଭ୍ୟ ରହିଥିବା ବେଳେ ୩୨ ଜଣ ସରପଞ୍ଚ ଓ ୩୦ ଜଣ ସମିତିସଭ୍ୟସଭ୍ୟା ନିର୍ବାଚନରେ ଲଡୁଛନ୍ତି ।  -- ଗ୍ରାମ  ପଞ୍ଚାୟତ ---

 ଦାସବିଦ୍ୟାଧରପୁରସରପଞ୍ଚ-----

୧-- ଗାୟତ୍ରୀ ନନ୍ଦ---୦୪

୨---ଝରଣାବାଳ ସ୍ୱାଇଁ  -- ୭୯

୩---ବିଜୟ ଲକ୍ଷ୍ମୀ ରାଉତ--- ୦୪

୪-- ରିନାମଣି ସେଠୀ --୦୨


ସମିତିସଭ୍ୟ ପାଇଁ 

୧--ପଦ୍ମାବତି ବାରିକ ---୦୨

୨---ଭାବେନି ସାହୁ  --୧୩

୩---ସକୁନ୍ତଳା ପ୍ରଧାନ ---  ୭୬

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୨/୨୦୨୨---- ୮,୫୦    Sakhigopal News, 26/2/2022

Blog Archive

Popular Posts