୩୧ନଂ ଜୋନ ର ଭୋଟ ଗଣତି ଶେଷ , ବିଜେଡିର ବାଜିମାତ,୪୪୦୦ଖଣ୍ଡରେ ବିଜୟୀ
ସାକ୍ଷୀଗୋପାଳ (ଅମୃତା ମିଡ଼ିଆ ) ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ୩୧ ନଂ ଜୋନରେ ଜିଲ୍ଲା ପରିଷଦ ସଭ୍ୟ ନାରାୟଣ ରାଉତରାୟ ୪୪୦୦ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଜାନକୀ ବଲ୍ଲଭ ବରାଳ( ବିଜେପି)୧୧-୧୫୪ ଓ ନାରାୟଣ ରାଉତରାୟ (ବିଜେଡି) ୧୫,୫୫୪ ଖଣ୍ଡ ପାଇଛନ୍ତି ।
ସରପଞ୍ଚ ବିଜୟୀ ପ୍ରାର୍ଥୀ
ଅଳଗୁମ --ସରସ୍ବତୀ ବିଶ୍ବାଳ -୧୬୨୬
ଆଳିସ---ସୁରଥ ଚନ୍ଦ୍ର ସେଠୀ ---୯୧୩
ଶୁକଳ--- ଲଲିତ ମୋହନ ସେନାପତି ---୨୩୪୫
ମଧୁବନ---କାନ୍ତିଲତା ପରିଡ଼ା ---୧୨୭୫
ଦାସ ବିଦ୍ୟାଧରପୁର --ଝରଣାବାଳା ସ୍ବାଇଁ ---୧୨୧୪
ନରେନ୍ଦ୍ର ପୁର --- ଗୈ।ରାଙ୍ଗ ମଲିକ--୧୩୦୦
ନୁଆସମେଶ୍ବରପୁର---ପ୍ରଶାନ୍ତ କୁମାର ପାଣି---୧୪୧୮
ବୀରରାମଚନ୍ଦ୍ରପୁର-- ଦୀପା ବେହେରା--୨୩୯୦
ସାଣ୍ଢରାଶାସନ--- ବାସନ୍ତୀ ବେହେରା---୧୩୨୭
ସମିତି ସଭ୍ୟ ବିଜୟୀ ପ୍ରାର୍ଥୀ
ଅନଗୁମ--ପୁଷ୍ପାଞ୍ଜଳି ସାହୁ ---୧୪୯୨
ଆଳିସ----ବିପିନ କୁମାର ବେହେରା ---୮୬୨
ଶୁକଳ----ବସନ୍ତ କୁମାର ବିଶ୍ବାଳ---୧୯୧୯
ମଧୁବନ ---ପୁଷ୍ପଲତା ସାହୁ---୧୭୧୭
ନରେନ୍ଦ୍ରପୁର---ଝରଣା ମଲିକ ---୧୨୭୯
ନୁଆସମେଶ୍ବରପୁର--ଜ୍ଯେତିମୟୀ ପଣ୍ଡା ---୯୧୬
ଦାସବିଦ୍ଯାଧରପୁର--- ସକୁନ୍ତଳା ପ୍ରଧାନ ---୧୧୮୨
ସାଣ୍ଢରାଶାସନ---ସସ୍ମିତା ବେହେରା --୧୨୪୬
ବୀରରାମଚନ୍ଦୁପୁର ---କିଶୋର ଭୋଇ---୧୭୯୭ ।