Breaking News

ଜିଲ୍ଲାପରିଷଦ ପ୍ରାର୍ଥୀଙ୍କୁ ନେଇ ଏକ କର୍ମଶାଳା

Workshop for Zilla Parishad candidates
ସାକ୍ଷୀଗୋପାଳ--- ସମସ୍ତ ଜିଲ୍ଲା ପରିଷଦ ୩୧,୩୨,ଓ ୩୩ ଜୋନରେ ସମସ୍ତ ପ୍ରାର୍ଥୀଙ୍କୁ ଜଣାଇ ଦିଆଯାଉଅଛିଯେ ସେମାନେ ଆସନ୍ତା କାଲି ୨/୨/୨୦୨୨ ବୁଧବାର ସକାଳ ୧୧ ଘଟିକା ସମୟରେ ସତ୍ୟବାଦୀ ପଞ୍ଚାୟତ ସମିତି ସଭା ଗୃହରେ ଏକ କର୍ମଶାଳା ଆଦର୍ଶ ଆଚରଣ ବିଧି ବିଷୟରେ ଅନୁଷ୍ଠିତ ହେବ ।ଏଥିରେ ଆପଣ ମାନେ ଯୋଗଦେବାକୁ ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ କ୍ଷୀରୋଦ କୁମାର ବେହେରା ଅନୁରୋଧ କରିଛନ୍ତି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୨/୨୦୨୨---୧୦,୨୦ Sakhigopal News,1/2/2022

Blog Archive

Popular Posts