ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର
The young man was seriously injured in the crash.
ଭଞ୍ଜନଗର----ସ୍ଥାନୀୟ ଥାନା ଅନ୍ତର୍ଗତ କୁଲାଡ ଫାଣ୍ଡି ନିକଟ ବାରୁଡା ଗ୍ରାମ ନିକଟରେ ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର ।ସେହେଲେ ତିଳିସିଙ୍ଗି ଗ୍ରାମର କାଳିଆ ପ୍ରଧାନ । ଖବର ନେବାରେ କାଳିଆ କୈଣସି କାମରେ ଭଞ୍ଜନଗର ଆସି ନିଜ ଗ୍ରାମ ତିଳିସିଙ୍ଗି ଫେରୁଥିବା ସମୟରେ ବିପରୀତ ଦିଗରୁ ଅଜଣା ଗାଡିଟି ଧକ୍କା ଦେବା ଫଳରେ କାଳିଆ ଛିଟିକି ହେଇ ପଡିବା ଫଳରେ ଗୁରୁତର ହେଇପଡିଥିଲେ । ଅଜଣା ଗାଡିଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ।ସ୍ଥାନୀୟ ଲୋକମାନେ କାଳିଆକୁ ଗୁରୁତର ଅବସ୍ଥାରେ ଉଧାର କରି ୧୦୮ଗାଡି ଯୋଗୋ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭତ୍ତି କରିଥିଲେ ।ଏଠାରେ କାଳିଆର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ତାନନ୍ତର କରାଯାଇଛି ।ଅଜଣା ଗାଡିର କୈଣସି ସନ୍ଧାନ ମିଳିନଥିବା ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୨/୨୦୨୨ Sakhigopal News,1/2/2022