Breaking News

ଜାଗେଶ୍ୱରୀ ବିଦ୍ୟାପୀଠରେ ସ୍ୱଚ୍ଛତା ପକ୍ଷ ପାଳନ

Cleanliness at Jageshwari Vidyapeeth.

 

ସାକ୍ଷୀଗୋପାଳ------ ସତ୍ୟବାଦୀ ବ୍ଳକ ଅନ୍ତଗ=ର୍ତ ଅଳଗୁମ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାଗେଶ୍ୱରୀ ବିଦ୍ୟାପୀଠରେ ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି । ଏହି ଅବସରରେବିଦ୍ୟାଳୟର ଶ୍ରେଣୀଗୃହ , ବିଦ୍ୟାଳୟ ପରିସର, ଶୌଚାଳୟ, ମା ଜାଗେଶ୍ୱରୀ ମନ୍ଦିର ପରିସର ସଫେଇ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱଚ୍ଛତା ପକ୍ଷ  ସଚେତନତା ଶୋଭାଯାତ୍ରାରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବ୍ୟାନର, ପ୍ଳକାର୍ଡ ଧରି ବିଭିନ୍ନ ସ୍ଳୋଗାନ ଦେଇ ଅଳଗୁମ ଗ୍ରାମ ପରିକ୍ରମା କରିବା ସହ ଜନସାଧାରଣ ଓ ଗ୍ରାମବାସୀ ମାନଙ୍କୁ ସଚେତନତା କରାଇଥିଲେ ।  

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୧୨/୨୦୨୧----୬,୧୫ 

Sakhigopal News, 16/12/2021

Blog Archive

Popular Posts