Breaking News

ଡେଲାଙ୍ଗ ବ୍ଳକରେ ବିଭିନ୍ନ ଗ୍ରାମ ଗହିରରେ ଧାନ ଗଜା ହେବାକୁ ବସିଲାଣି

 In the Delang block, rice is being planted in various villages.


ଡେଲାଙ୍ଗ----- ଡେଲାଙ୍ଗ ବ୍ଳକର ବିଭିନ୍ନ ଗ୍ରାମ ଗହିର ଗୁଡିକରେ ପାଣିରେ ଭାସୁଛି ପାଚିଲା ଧାନ । ଯାହା ଫଳରେକି ବାତ୍ୟା ଜୱାଦ ଯୋଗୁ ଚାଷୀ ମାନଙ୍କର ମେରୁଦଣ୍ଡ ଭାଙ୍ଗି ଯାଇଛି । ପାଚିଲା ଧାନ ବିଲରେ ପାଣି ଲହଡି ଭାଙ୍ଗୁଛି । ବିଶେଷ କରି ଶ୍ରୀପୁରୁଷୋତ୍ତମପୁର ପଞ୍ଚାତର ଗୌଡକେରା ଗ୍ରାମ ଗହିରରେ ଧାନ କିଆରିରେ ବର୍ଷା ପାଣି ଠିଆ ହେବା ଯୋଗୁ ବିଲରେ ପଡିଥିବା ଧାନ ଗଛରେ ଥିବା ଧାନକେଣ୍ଡା ଏବେ ଗଚା ହେବା ଆରମ୍ଭ ହୋଇଗଲାଣି । ତୁରନ୍ତ ରାଜ୍ୟ ସରକାର ଚାଷୀ ମାନଙ୍କୁ କ୍ଷୟକ୍ଷତି ଦେବାକୁ ଦାବି ହେଉଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୬/୧୨/୨୦୨୧---୮.୪୫    Sakhigopal News, 6/12/2021

Blog Archive

Popular Posts