ଏକର ପିଛା ୨୦ ହଜାର ଟଙ୍କା କ୍ଷତିପୁରଣ ଦେବାକୁ ଦାବି
He demanded compensation of Rs 20,000 per acre.
ଡେଲାଙ୍ଗ------ଗତ ଜୱାଦ ବାତ୍ୟାରେ ଡେଲାଙ୍ଗ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ପନିପରିବା ସହିତ ଧାନ ଫସଲ ବ୍ୟାପକ କ୍ଷତି ହୋଇଛି । ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ପକ୍ଷରୁ ଏକର ପିଛା ୨୦ ହଜାର ଟଙ୍କା କ୍ଷତିପୁରଣ ଛାଡ ସହିତ କୃଷି ଋୁଣ ଛାଡ, ରବି ଋୁତୁରେ ବିନା ସୁଧରେ ଋୁଣ ପ୍ରଦାନ କରିବା ପାଇଁ ଏ. ଅଇ, କେ. କେ. ଏମ, ଏସ ର ରାଜ୍ୟ ସମ୍ପାଦକ କମ୍ରେଡ ରଘୁନାଥ ଦାସ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, =୬/୧୨/୨୦୨୧---୮.୪୫ Sakhigopal News, 6/12/2021