Breaking News

ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଇଲୋଟନିକ୍ସ ମରାମତି ଦେକାନ ଜଳିଗଲା



ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ  ରେଳୱ ଲେବୁଲକଂସ୍ରି ନିକଟରେ ଥିବା ଏକ ଇଲୋଟନିକ୍ସ ମରାମତି ଦେକାନରେ  ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ହଜାର ହଜାର ଟଙ୍କାର ପୁରୁଣା =ଟିଭି, ଫ୍ୟାନ, ଗ୍ରାଇଣ୍ଡର ଆଦି ଇଲୋଟନିସ୍କ ସାଗ୍ରମୀ ପୋଡି ଯାଇଛି । ସୁଚନାଯୋଗ୍ୟ ଯେ ପ୍ରକାଶ ଭୋଇ ଓ ସୋମନାଥ ପଟ୍ଟନାୟକ ମିଳିତ ଭାବେ ମରାମତି ଦେକାନ କରିଥିଲେ ।   ଆଜି ଦେକାନ ବନ୍ଦ କରି ଘରକୁ ଖାଇବା ପାଇଁ ଯାଇଥିବା ସମୟରେ ବିଦ୍ୟୁତ ସର୍ଟ ସର୍କିଟ ହୋଇ ନିଆଁ ଜଳିବା ସହ ଧୂଆଁ ହେବାରୁ ଆଖ ପାଖ ଦେକାନୀ ମାନେ  ପ୍ରକାଶକୁ ଖବର ଦେବା ସହ ସତ୍ୟବାଦୀ ଅଗ୍ନିଶମକୁ ଖବର ଦେଇଥିଲେ ।  ସତ୍ୟବାଦୀ ଅଗ୍ନିଶମ ଅଧିକାରୀ ମନୋଜ ପାତ୍ରଙ୍କ ଟିମ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ନିଆାଁକୁ ଆୟତ କରିବା ବେଳକୁ ଅନେକ ଜିନିଷ ପୋଡି ଯାଇଥିଲା । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୧୨/୨୦୨୧---=୬,୩୦  

 Sakhigopal News, 10/12/2021

Blog Archive

Popular Posts