Breaking News

ପ୍ରଥମ ଗ୍ଳେବାଲ ଭର୍ଚ୍ଚଆଲ ମାଧ୍ୟମରେ ସତ୍ୟବାଦୀର ହାନା ଟାଇକୋଣ୍ଡର ୨୦ଜଣ ପ୍ରତିଯୋଗି ଭାଗନେବେ

Twenty contestants from Hana Taekwondo will compete in the first global venture.


 ସାକ୍ଷୀଗୋପାଳ-------  ପ୍ରଥମ ଗ୍ଳୋବାଲ ଭଚ୍‌ର୍ଚ୍ରାଲ ଆର୍ନ୍ତଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଭାଗନେବକାୁ ଯାଉଛନ୍ତି ସତ୍ୟବାଦୀ ସ୍ଥିତ ହାନା ଟାଇକୋଣ୍ଡର ୨୦ ଜଣ ପ୍ରତିଯୋଗି ।  ଆନ୍ତର୍ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତା ଡିସେମ୍ବର ମାସ ୨୨ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିରେ ଭାରତ ସହ ୧୪ ଟି ଦେଶର ପ୍ରତିଯୋଗି ମାନେ ଅଂଶ ଗ୍ରହଣ କରିବେ ବୋଲି ଟାଇକୋଣ୍ଡ ଏକାଡେମୀର ଆସୋସିଏସନର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ କହିଛନ୍ତି । ସେମାନେହେଲେ ହନା ଟାଇକୋ=ଣ୍ଡର ତମନ୍ନା ମିଶ୍ର, ଆୟୁସ୍ମାନ ମିଶ୍ର, ଆରା୍ମା ମିଶ୍ର, ସ୍ନୋହାଶ୍ରୀ ମହାନ୍ତି, ରୁଦ୍ର ନାୟକ, ସ୍ମୁତି ରେଖା,ନାୟକ, ସୋମନାଥ ନାୟକ,  ପ୍ରାଞ୍ଚଳ ରଥ, ଦେବବ୍ୟାସ ରଥ, ରିତିକି ଦାସ, ଶୀତୁନ ପ୍ରଧାନ, ଶୁଭମ ଲେଙ୍କା, ପ୍ରିନ୍ସ ମହାରଣା, ।ଶ୍ମିରଞ୍ଜନ ମହାପାତ୍ର, ଅଭିସ୍ପା ମହାପାତ୍ର ଆୟୁସ ଗୌଡ, ଦେବଦତ୍ତ ମଙ୍ଗରାଜ, ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ  ବୋଲି ହାନା ଟାଇକୋଣ୍ଡର ପ୍ରଶିକ୍ଷକ ଦୀପକ ପ୍ରଧାନ ଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀେ=ରନ୍ଦ୍ର ସେନାପତି, ୧୭/୧୨/୨୦୨୧---୯,୨୫  Sakhigopal News, 17/12/2021

Blog Archive

Popular Posts