Breaking News

ଛାତରୁ ପଡି ଟେଣ୍ଡ ହାଉସ୍ ମାଲିକ ଗୁରୁତର

Falling from the roof, the owner of the tent house is serious
 
 ଭଞ୍ଜନଗର - ଭଞ୍ଜନଗର ନିକଟ  ନୂଆଁ ସାହି ଛକରେ ଥିବା କୋଠା ଘର ଉପରୁ ଖସି ପଡ଼ି ଜଣେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଖବର ଅନୁସାରେ ଟେଣ୍ଡ  ବନ୍ଧା ହୋଇଥିବା ବାଉଁଶ ଖୋଲିବା ସମୟରେ ଅସାବଧାନତା ଯୋଗୁଁ ଗୋଡ ଖସି  ଯିବାରୁ  ତଳେପଡି ଆହତ ହୋଇଥିଲେ   ଟେଣ୍ଟହାଉସ ମାଲିକ ଜ୍ଞାନ ରଂଜନ ଷଡ଼ଙ୍ଗୀ ।  ଆହତ ଅବସ୍ଥାରେ ତାଙ୍କୁ ଉଧାର କରି  ଭଞ୍ଜନଗର  ମେଡିକାଲ ରେ ଭର୍ତ୍ତି କରଯାଇଥିଲା ।  ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ   ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ତାନନ୍ତର କରାଯାଇଛି ।  ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୧୨/୨୦୨୧---୮,୪୫   Sakhigopal News, 12/12/2021

Blog Archive

Popular Posts