ରାଧା ବିନୋଦ ବିହାରୀଙ୍କ ଘୋଡଲାଗି ବେଶ
Radha Binod Bihari's horse is beautiful.
ସାକ୍ଷୀଗୋପାଳ---- ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ କୂଳଦେବତା ଶ୍ରୀ ଶ୍ରୀ ରାଧା ବିନୋଦ ବିହାରୀ ଦେବଙ୍କର ଘୋଡଲାଗି ବେଶ ଅନୁଷ୍ଠିତ ହେଉଛି । ସକାଳେ ଦ୍ୱାରଫିଟା ମଙ୍ଗଳଆଳତି, ସ୍ନାନ ପରେ ଠାକୁରଙ୍କୁ ବାଳଭୋଗ କରାଯାଇଥିଲା । ଦିପହରଧୂପ କରାଯିବା ପରେ ରାତି ଧୂପ ପରେ ଶ୍ରୀ ଜିଉଙ୍କୁ ଘୋଡଲାଗି ବେଶ ସେବାୟତ ବାସୁଦେବ ପଣ୍ଡା =କରିଥିଲେ । ଏହି ବେଶ ଆସନ୍ତା ବସନ୍ତୀ ପଞ୍ଚିମୀ ପର୍ଯ୍ୟନ୍ତ ବେଶ କରାଯିବାର ପରମ୍ପରା ରହିଛି ବୋଲି ଜଣାପ+ଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୧୨/୨୦୨୧----୭,୪୦ Sakhigopal News, 10/12/2021