ବିଦ୍ୟାଳୟ ର ପରିଚାଳନା କମିଟି ଗଠନ
Formation of the school's management committee
ବରଗଡ଼----- ଭେଡେନ ବ୍ଲକ ଭୋଇପାଲି ପ୍ରକଲ୍ପ ବିଦ୍ୟାଳୟ ର ପୁରାତନ କମିଟି ବିଦାୟ ଓ ନୂତନ କମିଟି କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିତାରାମ କନ୍ଧେର। ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ତଥା ଶିକ୍ଷାବିତ୍ ଅମିୟ କୁମାର ମେହେର ଓ ସମ୍ମାନୀତ ଅତିଥି ଭାବେ ମୀନକେତନ ଭୋଇ ଯୋଗ ଦେଇ ପୁରାତନ କମିଟି କୁ ଓ ନୂତନ କମିଟି ସଭ୍ୟ /ସଭ୍ଯା ମାନଙ୍କୁ ଉପଢୌକନ ଓ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। ବିଦ୍ୟାଳୟ ଶିକ୍ଷକ ଦନାରଦନ ଭୋଇ, ସାହେବ ଚିରଗୁନ, ରାମ ଚନ୍ଦ୍ର ମାଝି ଓ ସଂଜୀବ ବନଛୋର ଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ରହି ଥିଲେ । ଭେଡେନ ବ୍ଲକ ଭୋଇପାଲି ପ୍ରକଲ୍ପ ବିଦ୍ୟାଳୟ ର ପୁରାତନ କମିଟି ବିଦାୟ ଓ ନୂତନ କମିଟି କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିତାରାମ କନ୍ଧେର। ଏଥିରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ତଥା ଶିକ୍ଷାବିତ୍ ଅମିୟ କୁମାର ମେହେର ଓ ସମ୍ମାନୀତ ଅତିଥି ଭାବେ ମୀନକେତନ ଭୋଇ ଯୋଗ ଦେଇ ପୁରାତନ କମିଟି କୁ ଓ ନୂତନ କମିଟି ସଭ୍ୟ /ସଭ୍ଯା ମାନଙ୍କୁ ଉପଢୌକନ ଓ ପ୍ରଶଂସା ପ୍ରଦାନ କରିଥିଲେ। ବିଦ୍ୟାଳୟ ଶିକ୍ଷକ ଦନାରଦନ ଭୋଇ, ସାହେବ ଚିରଗୁନ, ରାମ ଚନ୍ଦ୍ର ମାଝି ଓ ସଂଜୀବ ବନଛୋର ଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ରହି ଥିଲେ ।