ଦମ୍ପତିଙ୍କୁ ମାଡ ମାରି ଯୁବକ ଗିରଫ
The young man was beaten and arrested
ସାକ୍ଷୀଗୋପାଳ----ସତ୍ୟବାଦୀ ଥାନା ଅନ୍ତର୍ଗତ ବଡହାଟ ଗ୍ରାମରେ ଗୋବିନ୍ଦ ସ୍ୱାଇଁ ଓ ତାଙ୍କ ସ୍ତ୍ରୀ ଶାନ୍ତିଲତାଙ୍କୁ ମାଡ ମାରିଥିବା ନେଇ ଏକ ଅଭିଯୋଗ ଶାନ୍ତଲତା ଥାନାରେ କରିଥିଲେ । ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ଅଭିଯୋଗକୁ ଗ୍ରହଣ କରି ୪୩୦/୨୧ରେ ଏକ କେସରୁଜ କରିଛନ୍ତି । ସେହି ଗ୍ରାମର ପ୍ରଭାତ ସ୍ୱାଇଁ (ଜଟା)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ସୁଚନା ଦେଇଛନ୍ତି ।
The young man was beaten and arrested
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୧୧/୨୦୨୧---୯,୦୦
Sakhigopal News, 7/11/2021