ଧର୍ମପରାୟଣ ମହିଳାଙ୍କ ବିୟୋଗ
The loss of a religious woman
ଭଞ୍ଜନଗର-ଭୋଜିପୁଟ୍ ବାସୀନ୍ଦା ସନ୍ତୋଷ ଭୂୟାଁଙ୍କ ମା ମାୟା ଭୂୟାଁଙ୍କ ଗୁରୁବାର ସକାଳ ୫ଟା ସମୟରେ ନିଜ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ମାୟାଙ୍କୁ ୯୨ ବର୍ଷ ବୟସ ହେଇଥିଲା ମାୟା ଜଣେ ଧର୍ମପରାୟଣ, ପରୋପକାରୀ ଓ ମିଷ୍ଟଭାଷା ମହିଳା ଥିଲେ ।ଅନ୍ତିମ ଶଯ୍ୟା ସମୟରେ ଦୁଇ ପୁଅ ବଡ ପୁଅ ସନ୍ତୋଷ ଭୂୟାଁ ସାନ ପୁଅ ନିର୍ମଳ ଭୂୟାଁ ଙ୍କସହ ବୋଉ ବିଷ୍ଟୁ ଭୂୟାଁ ତିନି ଝିଅ,ତିନି ଜୋଇଁ ନାତିନାତୁଣୀ ପରିବାର ବର୍ଗ ଉପସ୍ଥିତ ଥିଲେ ।ମୃତ୍ୟୁ ମାଙ୍କୁ ମୁଖାଅଗ୍ନି ବଡପୁଅ ସନ୍ତୋଷ ଦେଇଥିଲେ ।ମାୟାର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖୋଳି ଯାଇଥିଛି ।The loss of a religious woman ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୧୧/୨୦୨୧ -୬,୩୦

Sakhigopal News,5/11/2021