Breaking News

ଜୟ ଭିମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି


ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେଶମ ଠାରେ ଜୟ ଭିମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଫାଇନାଲ ମ୍ୟାଚ ସାରଣ୍ଡାପାଲି ଓ ଚିଚିଂଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସାରଣ୍ଡାପାଲି ଚମ୍ପିୟାନ ହୋଇଥିବା ବେଳେ ଚିଚିଂଡା ଦଳ ରନସ ହୋଇଥିଲା  । ପୁରସ୍କାର ବିତରଣି ଉସବରେ ମୁଖ୍ୟ ଅତିଥି ଭାବରେ ଭେଡେନ କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ପଣ୍ଡା ଯୋଗ ଦେଇ  ଟ୍ରଫି, ନଗଦ ରାଶି ପୁରସ୍କାର ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଦୋଳଗୋବିନ୍ଦ ବେହେରା, ଗୋବିନ୍ଦ ସାହୁ ଓ ମାଧ ସାହୁ ଯୋଗ ଦେଇଥିଲେ। ଜୟ ଭିମ କ୍ରିକେଟ କ୍ଲବ ଶୁଭମ, ମିତରବ, କମ୍ପାଉଣ୍ଡର, ଅରୁଣ, ପ୍ରମୋଦ, ଧର୍ମ ରାଜ, ଗୁଣ, ହରିଚରଣ, ସେବକ, ନେପାଲ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ସହଯୋଗ ରେ ଅନୁଷ୍ଠିତ ହୋଇଥିଲା ।
The Jai Bhim Cricket Tournament has been held .
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨/୧୧/୨୦୨୧---୧୦,୫୦  Sakhigopal News, 2/11/2021

Blog Archive

Popular Posts