Breaking News

ଅଳଗୁମରେ ମା ଗଜଲକ୍ଷ୍ମୀଙ୍କ ଭସାଣି ଶେଷ



ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ  ଅଳଗୁମ  ମା ଜାଗେଶ୍ୱରୀ ମନ୍ଦିର ନିକଟରେ ଗଜଲକ୍ଷ୍ମୀ ଦଶ ଦିନ ଧରି  ନୀତି ନିୟମ ଅନୁଯାୟୀ ପୂଜା  ପୂଜା ପାଠ କରାଯାଇଥିଲା । ଦଶ ଦିନ ଧରି ସେଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପୂଜାକମିଟିର ସଭାପତି ସୁରେନ୍ଦ୍ର ସାହୁ, ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା, କୋଷାଧ୍ୟକ୍ଷ ଲକ୍ଷ୍ମୀଧର ପଣ୍ଡାଙ୍କ ତତ୍ୱବଧାନରେ ମାଙ୍କର ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହେନ୍ଦ୍ର ପଣ୍ଡା, ରଜନୀ କାନ୍ତ ବେହେରା, ଜଗନ୍ନାଥ ବାରିକ, ପିୟୁସ ଜେନା, କବିରପ୍ରଧାନ, ଶିବ ସାହୁ, ଶଶାଙ୍କ ବରାଳ, ଲିଙ୍ଗରାଜ ପ୍ରଧାନ, ଆକାଶ ମହାପାତ୍ର ପ୍ରମୁଖ ଭସାଣି ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । Mother Ghazalakshmi's Bhasani is over in Alagum
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୧୧/୨୦୨୧---୯,୨୫   Sakhigopal News, 2/11/2021-

Blog Archive

Popular Posts