Breaking News

ଜଳ ଜୀବନ ମିଶନ ସଚେତନତା ଶିବିର

Water Life Mission Awareness Camp


ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକର ଅଗ୍ରଣୀ ସ୍ୱେଚ୍ଚାସେବୀ ଅନୁଷ୍ଠାନ ସ୍ୱାଦ ଓ ସିଇଡି ଭୁବନେଶ୍ୱରଙ୍କ ମିଳିତ ଉଦ୍ଦ୍ୟମରେ  ସତ୍ୟବାଦୀ ବ୍ଳକର ସମସ୍ତ ଗ୍ରାମ ପଞ୍ଚାୟତ ଓ ସମସ୍ତ ରାଜସ୍ୱ ଗ୍ରାମରେ  ଜଳଜୀବନ ମିଶନ ସଚେତନତା ଶିବିର ଆୟୋଜନ କରାଯାଉଛି । କେନ୍ଦ୍ର ଓରାଜ୍ୟ ସରକାରଙ୍କ ତରଫରୁ କାର୍ଯ୍ୟକାରୀ କରାଯାଇଥିବା ଜଳଜୀବନ ମିଶନ କାର୍ଯ୍ୟକ୍ରମ ସମ୍ପର୍କରେ ପର୍ଯ୍ୟାୟ କ୍ରମେ ଆଲେଚନା କରାଯାଇଥିଲା ।  ଏହି ସଚେତନତା କାର୍ଯ୍ୟକ୍ରମର ମୁଖ୍ୟଲକ୍ଷ୍ୟ ଗ୍ରାମଞ୍ଚଳରେ ବସବାସ କରୁଥବା ପ୍ରତ୍ୟେକ ପରିବାର ୨୦୨୪ ମଧ୍ୟରେ ନିୟମିତ ପର୍ଯ୍ୟପ୍ତ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ । ଏଥିଯୋଗୁ ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ସଚେତନତା ସୃଷ୍ଟି କରିବା ସହିତ ଗ୍ରାମ୍ୟ ଜଳପରିମଳ କମିଟି ଗଠନ ଓ ଗ୍ରାମ୍ୟ କାର୍ଯ୍ୟ ଯୋଜନା ପ୍ରସ୍ତିତି କରାଯାଇଛି । ଏ ସମ୍ପକରେ ବିଶେ ତଥ୍ୟ ପୋଟାଲରେ ଅପଲୋଡ କରାଯାଇଛି । କାର୍ଯ୍ୟକ୍ରମକୁସ୍ୱାଦ ଅନୁଷ୍ଠାନର ସଂଯୋଜକ ଶ୍ରୀଶୀର କୁମାର ମିଶ୍ରଙ୍କ ତତ୍ୱବଧାନରେ ମାନସ ରଞ୍ଜନ ମିଶ୍ର, ଶ୍ରୀକୃଷ୍ଣ ମହାପାତ୍ର ଓ ବିଜୟ କୁମାର ବିଶ୍ୱାଳ କାର୍ଯକ୍ରମକୁ ସଂଯୋଜନା କରିଥିଲେ । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୧୧/୨୦୨୧---୭,୪୫ 

Sakhigopal News, 15/11/2021

Blog Archive

Popular Posts