>>
  • ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆରୋଗ୍ୟ କାମନା କରି ସାକ୍ଷୀଗୋପିନାଥ ଦେବଙ୍କ ନିକଟରେ ଶହଶହ ଦୀପଦାନ
  • >>
  • ମିଲର ଧାନ ଉଠାଉନଥିବାରୁ ଚାଷୀ ଜିଲ୍ଲାପାଳ,ବିଡ଼ିଓ,ତହସିଲଦାର ,ଥାନାର ଦ୍ୱାରସ୍ଥ ହେଲେ
  • >>
  • ବାହାଡାପଦର ହାଇସ୍କୁଲରେ ଯୋଗ ଦିବସ ପାଳିତ
  • >>
  • ଆନ୍ତର୍ଜାତିକ ଯୋଗ ଦିବସ ପାଳନ
  • >>
  • ଭଞ୍ଜନଗରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ
  • >>
  • ପୌରପରିଷଦ ଏବଂ ପଞ୍ଚାୟତ ସମିତିର ମିଳିତ ସହଯୋଗରେ "ଆନ୍ତର୍ଜାତୀୟ ଯୋଗ ଦିବସ'ପାଳିତ
  • >>
  • ଆଇଆଇଟି ଭୁବନେଶ୍ବରରେ ଉତ୍ସାହ ସହିତ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
  • >>
  • ଜଟଣୀ ମହାବିଦ୍ୟାଳୟରେ ଯୋଗ ଶିବିର ଅନୁଷ୍ଠିତ
  • >>
  • ଶିଶୁ ମନ୍ଦିରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
  • >>
  • ଖୋର୍ଦ୍ଧା ରୋଡ ମଣ୍ଡଳ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ - ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ
  • >>
  • ସତ୍ୟବାଦୀରେ ଆନ୍ତର୍ଜାତୀୟ ଯୋଗଦିବସ ପାଳିତ ; ସୁସ୍ଥ ରହିବା ପାଇଁ ଯୋଗ କରିବାକୁ ଆହ୍ୱନ
  • >>
  • ଚକରା ବିଷୋୟୀଙ୍କ ଜନ୍ମସ୍ଥାନ ବିଞ୍ଜିଗିରିକୁ ଐତିହ୍ୟ ଗାଁର ମାନ୍ୟତା ମିଳିଲା
  • >>
  • ବର୍ଷ ଏକ ବିଶ୍ୱାସ ଘାତକ ଅନେକ ଲେଖିବା ପାଇଁ ଦାବୀ କଲେ ବ୍ଳକ ଅଧ୍ୟକ୍ଷ ; ବିଧାୟକଙ୍କ କଥାରେ ଚାଲିଛି ସତ୍ୟବାଦୀ ବ୍ଳକ
  • >>
  • ପଟ୍ଟା, ରାଶନ କାର୍ଡ ଓ ଅନ୍ତ୍ୟୋଦୟ ଆବାସ ଯୋଜନା ଗୃହର କାର୍ଯ୍ୟଦେଶ ବଣ୍ଟନ
  • >>
  • ପ୍ରଗତିଶୀଳ ଗଣତାନ୍ତ୍ରିକ ସାମ୍ମୁଖ୍ୟ, ଭଞ୍ଜନଗର, ଗଞ୍ଜାମ ତରଫରୁ ପାଲେଷ୍ଟାଇନ ସଂହତି ଦିବସ ପାଳନ
  • ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର ୩୮ ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ

     ଭୁବନେଶ୍ୱର---  ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର ୩୮ ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟ କୁଳାଧିପତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଇନ୍ଫାଲ ସ୍ଥିତ କେନ୍ଦ୍ରୀୟ କୃଷି ବିଶ୍ୱ ବିଦ୍ୟାଳୟର କୁଳଧିପତି ପ୍ରଫେସର ଏସ୍ . ଆୟାପାନ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କୂଳପତି ପ୍ରଫେସର ପୱନ କୁମାର ଅଗ୍ରୱାଲ ଉକ୍ତ ଉତ୍ସବରେ ଉପସ୍ଥିତ ରହିଥିଲେ । କୃତ୍ତି ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ଓ ମେଡାଲ ପ୍ରଦାନ କରାଯିବା ସହ ପ୍ରଧାନମନ୍ତ୍ରୀଙ୍କ ପ୍ରମୂଖ ସଚିବ ପି.କେ ମିଶ୍ର ଏବଂ ନାଲୋକର ପୂର୍ବତନ ଅଧ୍ୟକ୍ଷ ଅଂଶୁମାନ ଦାଶଙ୍କୁ ସମ୍ମାନ ସୂଚକ ଡକ୍ଟରେଟ ପ୍ରଦାନ କରାଯାଇଛି । ଉକ୍ତ ଉତ୍ସବରେ ନୟାଗଡ଼ ଝିଅ ଲୋପାମୁଦ୍ରା ଦାଶ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ୨୦୧୮ ବର୍ଷରେ ସର୍ବାଧିକ ନମ୍ବର ରଖି ଗୋଲ୍ଡ ମେଡାଲ ପାଇଥିଲେ । ଭବାନୀପାଟଣାରେ ଥିବା ଓୟୁଏଟିରେ ପାଠ ପଢ଼ୁଥିବା ଲୋପାମୁଦ୍ରା ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ରୀ ଥିଲେ । ତାଙ୍କ ସଫଳତା ଲାଗି ଜିଲ୍ଲାରେ ଖୁସିର ଲହରୀ ଖେଳୀ ଯାଇଛି । ନୟାଗଡ଼ ମୁନିସ୍ପାଲିଟ ୧୦ ନମ୍ବର ୱାର୍ଡ଼ରେ ବାସ କରୁଥିବା ପ୍ରିୟରଂଜନ ଦାଶ ଏବଂ ମନୋରମା ଶତପଥୀଙ୍କ ସେ କନ୍ୟା ଅଟନ୍ତି ।
    ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ
     S daeli
    nayagarh

    Blog Archive

    Popular Posts