 |
Delang |
ଡେଲାଙ୍ଗ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଓଡତରବୋଇ ଗ୍ରାମରେ ଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜାଗୃତି ପକ୍ଷରୁ ଶୁକ୍ରବାର ଦିନ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡିଡିଏ ବିଜୟ କେତନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ରାଜ୍ୟ ରକ୍ତ ସଂରକ୍ଷଣ ବିଭାଗ ପକ୍ଷରୁ ଏହି ରକ୍ତ ଗୁଡିକ ନିଆଯାଇଥବା ଜଣାପଡିଛି । ମହିଳା ଓ ଯୁବକ ମାନେ ରକ୍ତଦାନ କରିବା ପାଇଁ ଆଗ୍ରହ ପ୍ରକାଶ ପାଇଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି