ନା ବାଳିକାକୁ ଅପହରଣ ଅଭିଯୋଗରେ ଯୁବକ ଗିରଫ
ସାକ୍ଷୀଗୋପାଳ ---- ସତ୍ୟବାଦୀ ଥାନା ଅନ୍ତର୍ଗତ ଅଭୟମୁଖୀ ରାମଚନ୍ଦ୍ରପୁରର ଏକ ଦଳିତ ସାହିର ଜଣେ ନା ବାଳିକାକୁ ଅପହରଣ କରାଯାଇଥିବା ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଅଭିଯୋଗ ପାଇବା ପରେ ତୁରନ୍ତ ଚନ୍ଦନପୁର ଥାନା ଅନ୍ତର୍ଗତ ସୁଜନପୁର ଗ୍ରାମ ଉପରେ ଚଡାଉ କରି ନାବାଳିକାକୁ ଉଦ୍ଦାର କରିଛନ୍ତି । ଅପହରଣ ଅଭିଯୋଗରେ ଉକ୍ତ ଗ୍ରାମର ରମେଶ ମଲିକଙ୍କୁ ପୋଲିସ ଗିରଫ କରି ଆଜି ସ୍ୱାସ୍ଥ୍ୟଗତ ପରୀକ୍ଷା କରିବା ପରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
ସାକ୍ଷୀଗୋପାଳ ପୂର୍ଣ୍ଣାନନ୍ଦ ତ୍ରିପାଠୀ
ସାକ୍ଷୀଗୋପାଳ ପୂର୍ଣ୍ଣାନନ୍ଦ ତ୍ରିପାଠୀ