Breaking News

ଗୋଲକ ବିହାରୀ ଜେନା ସ୍ମାରକୀ ପଶା ଖେଳ ଅନୁଷ୍ଠିତ

 କଣାସ --- କଣାସ ବ୍ଳକର କଳାପଦର ଗ୍ରାମରେ ଶନିବାର ଦିନ ଗୋଲକ ବିହାରୀ ଜେନା ସ୍ମାରକୀ ପଶା ଖେଳ ଅନୁଷ୍ଠିତ ହେବ  । ଏଥିରେ ବହୁ ସଂଖ୍ୟାରେ ପଶା ଖେଳାଳୀ ମାନେ ଯୋଗ ଦେବାକୁ ଯେଉଁ ମାନେ ଇଛା ପ୍ରକାଶ କରୁଛନ୍ତି ସେମାନେ ନିଜ ନିଜର ପଶା ପାଲି ଓ କାଠି ସାଙ୍କରେ ନେଇକି ଯିବା ପାଇଁ ନିଖିଳ ଉତ୍କଳ ପଶା ସଂଗଠନର ସଭାପତି ପ୍ରଫୁଲ କୁମାର ଜେନା ଜଣାଇଛନ୍ତି  ।
 କଣାସରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts