Breaking News

ମାଙ୍କ ସମାଧି ପୁଅ ଦର୍ଶନ ସାରି ଫେରିବା ବେଳେ ବାଇକ ଧକ୍କାରେ ମୃତ୍ୟୁ, ରାସ୍ତା ଅବରୋଧ

 D behera
bari 

 ବରୀ–––––– ମାଙ୍କର ବଷିର୍କିଆ ଦିନରେ ଶଶ୍ମାନରେ ଥିବା ସମାଧିପୀଠରେ ପଣା ଭୋଗକରି ମୁଣ୍ତିଆ ମାରି ଫେରିବା ଥିଲା ତାଙ୍କ ପାଇଁ ଶେଷ ଦର୍ଶନ ଏଭଳି ଏକ ଦୁଖଃଦ ଘଟଣା ଘଟିଯାଇଛିବରୀ ଳରେ ସୁଚନାଯେ ଯେ  ବରୀକୁଆଖିଆ ରାସ୍ତାର ମାଳଦାଛକରେ ପୁଣି ଏକ ବାଇକ୍ ଦୃର୍ଘଟଣା ଘଟିଛି ଟି ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି ଅନ୍ୟ ଜଣେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ  ଚିକିତ୍ସା ହେଉଥିବା ଜଣାପଡିଛି ଜଣାଯାଇଛି ଯେ ମାଳଦା ଗ୍ରାମର ହରି ସାହୁ(୪୮) ନିଜ ମାଙ୍କ ବଷିର୍କିଆ ପାଳନ ଅବସରରେ ଶ୍ମଶାନକୁ ପଣାନେଇ ମାଙ୍କ ସମାଧି ନିକଟରେ ଦେଇ ବାଇକ୍ ଯୋଗେ ଫେରୁଥିଲେ   ମାଳଦା ଛକରେ କୁଆଖିଆ ପଟୁ ଆସୁଥିବା ଏକ ବାଇକ ଆରୋହୀଙ୍କ ମଧ୍ୟରେ ଧକ୍କା ଲାଗିଥିଲା ଉଭୟ ବାଇକ୍ ଆରୋହୀ ଘଟଣାସ୍ଥଳରେ ଗୁରୁତର ହୋଇପଡିଥିଲେ   ଉଭୟଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ହରି ସାହୁ ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତର ଖାନାକୁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥରଲେ ମୃତ୍ୟୁ ଖବର ପାଇ ଗ୍ରାମବାସୀଙ୍କ ପକ୍ଷରୁ  କ୍ଷତି ପୂରଣ ଦାବିରେ ସନ୍ଧ୍ୟାରେ  ଟାୟାର ଜାଳି ରାସ୍ତାରୋକ ଅବରୋଧ କରିଥିଲେ ଘଟଣା ସ୍ଥଳରେ ବରି ପୋଲିସ ପହି ପରିସ୍ଥିତିକୁ ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳିଛି ଅନ୍ୟ ଜଣେ ବାଇକ ଆରୋହୀ ଯାଜପୁରରେ ଚିକିତ୍ସତି ହେଉଥିବା ବେଳେ ତାଙ୍କ ଘର ଯାଜପୁର ବ୍ଲକ  ବୋଲି ସୂଚନା ମିଳିଛି ପ୍ରକାଶ ଥାଉକି ବରୀକୂଆଖିଆ ରାସ୍ତର ମାଳଦା ଛକରେ ବାରମ୍ଭାର ଦୃର୍ଘଟଣା ଘଟୁଛି  ବିଶେଷ କରି ଯୁବକ ବାଇକ ଆରୋହୀମାନେ ଦୁତ ଗତିରେ ଗାଡି ଚଳାଉଥିଲା ବେଳେ କାନରେ ମୋବାଇଲ ଲଗାଇ ଗୀତ କଥା ହୋଇ ଗାଡି ଚଳାଉଥିବା ଦେଖିବାକୁ ମିଳୁଛି ସବୁ ପ୍ରତି ବରୀ ପୋଲିସର କଡା ନଜର ରଖି ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି ଅନ୍ୟପକ୍ଷେ ରାସ୍ତା କଡରେ ଉଠା ଦୋକାନୀଙ୍କ ଜବର ଦଖଲ ଯୋଗୁ ବରୀକୁଆଖିଆ ରାସ୍ତାରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବୃଦ୍ଧି ଘଟୁଛି ସବୁ ସମାଧାନ କରିବା ପାଇ ଆନ୍ଦୋଳନ କରାୀମାନେ ଦାବୀ କରିଛିନ୍ତି  ନିକଟରେ ଥିବା ସରକାରୀ ମଦ ଦୋକାନ ଉଚ୍ଛେଦ ପାଇଁ  ଆନ୍ଦୋଳନ କାରୀମାନେ ଜିଦ୍ଧରିଛନ୍ତି ରାତ୍ର ଟା ପରେ ଏସଡିପିଓ ରବୀନ୍ଦ୍ର କୁମାର ଜେନା ଆନ୍ଦୋଳନ କାରୀଙ୍କ ସହିତ ଆଲେଚନା କରି ରେଡକ୍ରସ ପାଣ୍ଟିରୁ ୧୦ ହଜାର ଟଙ୍କା ସ୍ଥାନୀୟ ସରପହରିଚନ୍ଦ୍ର ଯୋଜନାରୁ ହଜାର ଟଙ୍କା ଦେବାପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା    ସ୍ବର୍ଗତ ସାହୁ ଖବର କାଗଜ ବିତରଣ କରିବା ସହିତ ବାଲିଆପାଳ ଛକରେ ଏକ ପାନ ଦୋକାନ କରିଥିଲେ ଏନେଇ ବରୀ ପ୍ରେସ୍କ୍ଲବ ପକ୍ଷରୁ  ଖବରଦାତା ବାାନିଧି ସାହୁ,ହିମାନଶୁଂ ଶେଖର ଦାଶ, ସ୍ନେହାନଶୁଂ ଶେଖର ମହାନ୍ତି, ଦର୍ଶନ ବେହେରା, ବିଶ୍ବଭୂଷଣ ଜେନା,ପ୍ରସନ୍ନ ପରିଡା, ରବିନ୍ଦ୍ର ମଲ୍ଲିକ,ମନୋଜ ରାୟ,ଘନଶ୍ୟାମ ବିଶ୍ବାଳ, ପ୍ରଦୀପ ମହାରଣ, ଅରବିନ୍ଦ ରାଉତ ପ୍ରମୁଖ ଗଭିର ଶୋକ ପ୍ରକାଶ କରିବା ସହିତ ଶୋକ ସନ୍ତପ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି  ବାଲିଆପାଳ ମା ତାରିଣୀ ବଣିକ ସଂଘ ପକ୍ଷରୁ ଶୋକ ପ୍ରକାଶ କରାଯାଇ ଦୋକାନ ବଜାର ବନ୍ଦ ରହିଛି
 ଯାଜପୁ. ବରୀରୁଦର୍ଶନ ବେହେରାଙ୍କ ରିପୋର୍ଟ


Blog Archive

Popular Posts