ଡେଲାଙ୍ଗ ମେଳନ ପଡିଆ ସଫେଇ
ଡେଲାଙ୍ଗ ---- ବିଜୁ ବାବୁଙ୍କ ଜନ୍ମ ଓ ପଞ୍ଚାୟତରାଜ ଦିବସ ଅବସରରେ ଡେଲାଙ୍ଗ ହାଟ ମେଲଣ କମିଟି ପକ୍ଷରୁ ଡେଲାଙ୍ଗ ହାଟ ମେଲଣ ପଡିଆ ସଫେଇ କରାଯାଇଛି । ସରକାରଙ୍କ ସ୍ୱେଛ୍ଚ ଭାରତ ଅଭିଯାନ କରାଯାଇଛି । ଏହି ସ୍ୱେଚ୍ଚ ଭାରତ କାର୍ଯ୍ୟକ୍ରମରେ ନିର୍ମଳ କୁମାର ପରିଡା, ପ୍ରଶାନ୍ତ ମହାପାତ୍ର, ବସନ୍ତ ବେହେରା, ଲୋକନାଥ ବେହେରା, ସୁଦର୍ଶନ ବାରିକ, ବିଚିତ୍ର ମହାପାତ୍ର, ମାନସ ପରିଡା ଓ ପ୍ରଫୁଲ ଖଟୋଇଙ୍କ ସହ ଡେଲାଙ୍ଗ ମେଲଣ କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବାର ଦେଖାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି