Breaking News

ବିଜେପି ରାଷ୍ଟୀୟ ପ୍ରବକ୍ତାଙ୍କ ସାକ୍ଷୀଗୋପାଳ ମନ୍ଦିର ଦର୍ଶନ

 ସାକ୍ଷୀଗୋପାଳ --- ସାକ୍ଷୀଗୋପାଳ ମନ୍ଦିର ଦର୍ଶନ ଓ ପୂଜାର୍ଚ୍ଚନା କଲେ ବିଜେପି ରାଷ୍ଟୀୟ ପ୍ରବକ୍ତା ଡ. ସମ୍ବିତ ପାତ୍ର  । ମାତ୍ର ରାଜନୈତିକ ସମ୍ପର୍କରେ ପଚାରିଲେ ସେ ହସି ଦେଇ କହିଥିଲେ ମୁଁ କେବଳ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଆସିଛି । ତାଙ୍କ ସାଙ୍ଗରେ କେନ୍ଦ୍ରୀୟ ନାରିକେଳ ବୋର୍ଡର ଉପାଧ୍ୟକ୍ଷ ଡ. ବିଶ୍ୱନାଥ ରଥ ଓ ସତ୍ୟବାଦୀର ପୂର୍ବତନ ବିଧାୟକ ରମା ରଂଜନ ବଳିୟାରସିଂଙ୍କ ସହିତ ବିଭିନ୍ନ କର୍ମୀ ମାନେ ଉପସ୍ଥିତ ରହିଥିଲେ  । ସାକ୍ଷୀଗୋପାଳ ସେବାୟତ ମାନେ ତାଙ୍କୁ ମନ୍ଦିର ଦର୍ଶନ କରାଇ ଫୁଲତୁଳସୀ ଦେଇଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts