ଦୁବୃର୍ତ୍ତ ସୁବାଷବେଷଙ୍କ ହାତ କାଟିନେଲେ
ଡେଲାଙ୍ଗ ---- ଡେଲାଙ୍ଗ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ --ଖୋର୍ଦ୍ଧା ରାସ୍ତାର କୁଆପଦା ଗ୍ରାମ ମୂଣ୍ଡରେ ସ୍ଥାପିତ ସୁବାଷବୋଷଙ୍କର ଡାହଣ ପଟ ହାତ କୁ କୌଣସି ଦୁବୃତ ଭାଙ୍ଗିକି ନେଇଯାଇଛି । ତୁରନ୍ତ ପଦକ୍ଷେପ ନେବା ସହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ସୁବାଷ ବୋଷ ଯୁବ ସଂଗଠନ ପକ୍ଷରୁ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
Subasbosh kankar hata kati nela