Breaking News

ରକ୍ତଦାନ ଶିବିର କରି ବୀର ପୁତ୍ର ସହିଦ ମାଧୋ ସିଂଙ୍କୁ ଶଦ୍ଧାଞ୍ଜଳି ଦେଲା ଜିଲ୍ଲା ସମାଜସେବୀ ସଂଘ




 ବରଗଡ଼ --- ବୀରତା ଦିନ ଅବସରରେ ବରଗଡ଼ ଜିଲ୍ଲା ଘେଁସ ମାଟିର ବୀର ପୁତ୍ର ମାଧୋ ସିଂ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଗଲା | ଏହି ରକ୍ତଦାନ ଶିବିରେ ୨୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ବେଳେ ପୁରୁଷ ୧୬ଓ ମହିଳା ୬ ଜଣ ରକ୍ତଦାନ କରିଥିଲେ | ଏହି କାର୍ଯ୍ୟକ୍ରମରେ ବରଗଡ଼ କୋଶଳ କ୍ରାନ୍ତିସେନା ଓ ମାଧୋ ସିଂ ଆଞ୍ଚଳିକ କୃଷକ ସଂଘ ର ମିଳିତ ଅନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା | ଜିଲ୍ଲା ସମାଜସେବୀ ସଂଘର ଉପଦେଷ୍ଟା ବଳିଷ୍ଠ ଦୁର୍ଗା, ଉଦୟ ଦାଦାଓ ଅନ୍ୟ ସଦସ୍ୟ ମାନେ ଯୋଗଦାନ କରିଥିଲେ | ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧/୧/୨୦୨୪---୮,୪୫ Sakhigopal News,1/1/2024

Blog Archive

Popular Posts