Breaking News

ସଡକ ସୁରକ୍ଷା ସପ୍ତାହ ପାଳନ

 
ବରଗଡ଼ ---ବରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ବରଗଡ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ତତ୍ବାବଧାନରେ ଜାନୁଆରୀ ୧ରୁ ୭ ତାରିଖ ପର୍ଯ୍ୟନ୍ତ  ପାଳନ କରାଯାଉଛି। ଏହି  ଅବସରରେ ଜିଲ୍ଲା ସମାଜସେବୀ ସଂଘର ଉପଦେଷ୍ଟା ବଳିଷ୍ଠ ଦୁର୍ଗାଙ୍କୁ ରାସ୍ତା କଡରେ ହେଉଥିବା ଦୁର୍ଘଟଣା ବ୍ୟକ୍ତି ମାନଙ୍କୁ ଡାକ୍ତରଖାନା କୁ ପହଞ୍ଚାଇ ଚିକିତ୍ସା କରାଉଥିବାରୁ ସମାଜସେବୀ ବଳିଷ୍ଠ ଦୁର୍ଗାଙ୍କୁ ବରଗଡ଼ ଆଞ୍ଚଳିକ ଅଧିକାରୀଙ୍କ ପକ୍ଷରୁ ବରଗଡ଼  ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରା  ସମ୍ମାନିତ କରାଯାଇଥିଲା | ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୭/୧/୨୦୨୪---୮,୪୫ Sakhigopal News,7/1/2024

Blog Archive

Popular Posts