>>
  • ପ୍ରଧ୍ୟାପକ ସ୍ଵର୍ଗତ ଅଶୋକ ତ୍ରିପାଠୀଙ୍କ ସ୍ମୃତିରେ ମେଧାବୀ ଛାତ୍ରୀ ସମ୍ବର୍ଦ୍ଧନା ଓ କବିତା ଆସର ଅନୁଷ୍ଠିତ
  • >>
  • ଟାଟା ପାୱାର ର ଲୁଚକାଳି ଖେଳରେ ହିନସ୍ଥା ଭୋଗୁଛନ୍ତି ଉପୋଭକ୍ତା
  • >>
  • ସରକାରୀ ପୋଷ୍ଟ ଅଫିସରେ ପଶି ଆସବପତ୍ର ଭଙ୍ଗାରୁଜା ଓ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ଦୁଇ ଯୁବକ ଗିରଫ
  • >>
  • ବେକରେ ରସି ଲଗାଇ ବିବାହିତ ମହିଳା ଆତ୍ମହତ୍ୟା କାରଣ ଅସ୍ବଷ୍ଠ
  • >>
  • ତାରାସିଙ୍ଗି ବନାଞ୍ଚଳରେ ସମ୍ବର ଶିକାର.ଦୁଇ ଶିକାରୀ ଗିରଫ , ମାଂସ,ଶିଙ୍ଗ ଓ କାତି ଜବତ, ଦୁଇ ଫେରାର
  • >>
  • ସରିଲା ଦେବ ବିବାହ ଓ ସମ୍ବଲପୁରର ମହାପର୍ବ ଶୀତଳ ଷଷ୍ଠି ;ସମ୍ବଲପୁର ଦେଖାଇଲା ମାନବୀୟ ମହାନତାର ମହାପର୍ବ
  • >>
  • ନିଷ୍ଠା ପରିବାର ତରଫ ରୁ ଜାତୀୟ କେନସର ସର୍ଭାଇଭର ଡେ ପାଳିତ
  • >>
  • ଘୁମୁସର ବରିଷ୍ଠ ନାଗରିକ ମଞର ବୈଠକ ଭଞ୍ଜନଗର
  • >>
  • ଶାନ୍ତିସ୍ରୋତ ଭବନରେ ନିଶାମୁକ୍ତ ଦିବସ ପାଳିତ
  • >>
  • ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ପ୍ରତିଭା ସମ୍ମlନ 2025 ପାଇଁ ପ୍ରସ୍ତୁତି ବୈଠକ
  • >>
  • ରାଜରାଣୀ' ଏକ୍ସପ୍ରେସ ଟ୍ରେନରୁ ଉଦ୍ଧାର ; ପରିବାର ସଦସ୍ୟଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ନିରୀହ ବାଳିକାଙ୍କୁ ବିଦେଶ ଚାଲାଣ ଅଭିଯୋଗ
  • >>
  • ଶାରୀରିକ ସୁସ୍ଥତାକୁ ପ୍ରୋତ୍ସାହିତ କରି, ଖୋର୍ଦ୍ଧା ରୋଡ୍ ହାଫ୍ ମାରାଥନ୍ , ଅର୍ଜୁନ ପୁରସ୍କାରପ୍ରାପ୍ତ ଦୂତୀ ଚାନ୍ଦ ହାଫ୍ ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କଲେ
  • >>
  • ସତ୍ୟବାଦୀ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ୟୁନିଅନ୍ ସଭାପତି ଙ୍କର ସରକାରୀ ସେବା ନିବୃତ୍ତି
  • ଶ୍ରୀ ପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ 'ମୋ କଥା ମୋ କାହାଣୀ' କାର୍ଯକ୍ରମ

    ଡେଲାଙ୍ଗ  --
    ଶ୍ରୀ ପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ  'ମୋ କଥା ମୋ କାହାଣୀ' କାର୍ଯକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି କ୍ରୀଡାକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଳନ୍ଧର ବେହେରା  ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥିରୂପେ ଗୌଡକେରା ପ୍ରାଥମିକ  ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ  ରୁନୁବାଳା ମହାପାତ୍ର , ଶିକ୍ଷକ ସନ୍ତୋଷ କୁମାର ପାଣି ,ସି.ଆର.ସି ପବିତ୍ର ପଣ୍ଡା , ଆଲୁମିନି ସଭାପତି ଅସିତ୍ ମିଶ୍ର ଓ କମିଟି ସଭାପତି ଅକ୍ରୁର ବରାଳ   ଓଡ଼ିଆ ଭାଷା ଏବଂ ସାହିତ୍ୟ ଗୁରୁତ୍ଵ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବିଜ୍ଞାନଶିକ୍ଷକ  ରତ୍ନାକର ଚମ୍ପତି ଓ ସୁକୁମାର ନାୟକ ଶିଶୁ ମାନଙ୍କ 
    ସୃଜନଶିଲତା ସମ୍ପର୍କରେ ଆଲୋକପାତ କରିଥିଲେ। ଶିକ୍ଷକ ମିହିର କୁମାର ମିଶ୍ର ଓ ବସନ୍ତ କୁମାର ପ୍ରଧାନ ସାହିତ୍ୟସୃଜନୀ, କୌଶଳି,ଜିଜ୍ଞାସା , କ୍ରିଡ଼ାଙ୍ଗାନ କ୍ଳବ୍ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।
     ଶିକ୍ଷକ ସୌମ୍ୟରଂଜନ ବେହେରା,ବଳରାମ ଶବର,ସତ୍ୟ ମିଶ୍ର,ନିକୁ ପ୍ରଧାନ ଫୁଡ୍ ଷ୍ଟଲ୍ ପରିଚାଳନା କରିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ  ସବିତା ପାଢ଼ୀ, ପଲିଶ୍ରୀ ସେଠୀ ,ସ୍ନେହଲତା ସାହୁ, ନନ୍ଦିତା ବେହେରା ସାଂସ୍କୃତିକ   କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ସରପଞ୍ଚ ହିରନ୍ୟମୟୀ ମହାପାତ୍ର,ବ୍ଲକ ଶିକ୍ଷାଧିକାରୀ ବିନୋଦ ପରମାଣିକ,ଯୋଗଦେଇ ବୈତରଣୀ ହାଉସକୁ ଶିକ୍ଷା ବର୍ଷର ଚମ୍ପିଅନ ଓ ରତ୍ନଚିରା ହାଉସ୍ କୁ ରନର୍ସ ଟ୍ରଫି ପ୍ରଦାନ କରିଥିଲେ। ଫୁଡ୍ ଷ୍ଟଲ୍ ରେ ଭାର୍ଗବୀ ହାଉସ ଓ ପ୍ରାଚୀର ପତ୍ର ରେ ଦୟା ହାଉସ ଟ୍ରଫି ଗ୍ରହଣ କରିଥିଲେ ।ପରିଶେଷରେ ଶିକ୍ଷୟିତ୍ରୀ ଗୋଦାବରୀ ସ୍ୱାଇଁ  ଓ ସନ୍ତୋଷ କୁଣ୍ଡୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ରବି ବିଶ୍ଵାଳ ଓ ଶିବ ଶତପଥୀ ଆଦି ସହକର୍ମୀ ସହଯୋଗ କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୧/୧/୨୦୨୪----୯,୪୫ Sakhigopal News,21/1/2024

    Blog Archive

    Popular Posts