Breaking News

ଅସହାୟ , ଗରିବ ଲୋକଙ୍କୁ କମଳବାଣ୍ଟି ପାଳିଲେ ଜନ୍ମଦିନ

ପୁରୀ ---- ମକର ସଂକ୍ରାନ୍ତିଦିନ ପୁରୀ ଜିଲ୍ଲା ମାରୁତି ସେନା ନଗର ସଭାପତି ବଳରାମ ବାରୀକ ଙ୍କର ଜନ୍ମଦିନ ଉପଲକ୍ଷେ ଅସହାୟ ଲୋକମାନଙ୍କୁ କମଳ ବାଣ୍ଟି ପାଳିଲେ ଜନ୍ମଦିନ । ଏହି ହାଡ଼ ଭଙ୍ଗା ଶୀତରେ ଘର ବାହାରେ ରାତି ବିତାଉ ଥିବା ଲୋକମାନଙ୍କୁ  ମାରୁତି ସେନା ସଦସ୍ୟ ମାନେ ବିଭିନ୍ନ ଅଞ୍ଚଳ ବୁଲି ବୁଲି କମ୍ବଳ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ ମାରୁତି ସେନା ରାଜ୍ୟ ସଭାପତି ପପୁ ଦଳବେହେରା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ  ପ୍ରଶାନ୍ତ ଖଣ୍ଡୁଆଳ । କାର୍ଯ୍ୟକ୍ରମ ରେ ସୁକାନ୍ତି ବାରୀକ ,ପ୍ରଶାନ୍ତ. ପୁଷ୍ପାଞ୍ଜଳି,ସୁଲଚନା,ପ୍ରଦୀପ.ଜ୍ୟୋତି ସାହୁ,ମାମାଲି, ଗୁଡ଼ୁ,ପୁନା ନନ୍ଦ, ସୁଧଂଶୁ, ସନତ, ଲୋକନାଥ, ଅନିଲ, ସନ୍ତୋଷ, ନରସିଂହ
ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୫/୧/୨୦୨୪---୭,୪୫ Sakhigopal News,15/1/2024

Blog Archive

Popular Posts