ଲିଓ କ୍ଲବ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ
Swachh Bharat Abhiyan on behalf of Leo Club
ବରଗଡ଼ ---ବରଗଡ ଜିଲ୍ଲା ସଂକ୍ରିଡା ପଞ୍ଚାୟତର ଝରାପାଲି ମାର୍କେଟ ମାଉସୀ ମା ମନ୍ଦିର ପରିସରରେ ବାହୁଡା ଯାତ୍ରା ସମୟରେ ଜରି, ବ୍ୟବହାରିକ କାଗଜ ବିଭିନ୍ନ ପ୍ରକାର ଅଳିଆ ଆବର୍ଜନା ପଡି ରହିଥିଲା। ଝରାପାଲି ମାର୍କେଟ, ଥୁଆପାଲି ର ଲିଓ କ୍ଲବ ସଦସ୍ୟ ମାନଙ୍କ ପକ୍ଷରୁ ଉକ୍ତ ମନ୍ଦିର ପରିସର କୁ ଲିଓ କ୍ଲବ ସଭାପତି ଯୋଗେଶ ଅଗ୍ରୱାଲ ଓ ପୂର୍ବତନ ସଭାପତି ଧିରଜ ଶର୍ମା ଙ୍କ ନେତୃତ୍ବରେ ସଫାସୁତୁରା କରାଯାଇଛି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୨/୭/୨୦୨୨----୬,୧୦ Sakhigopal News,12/7/2022