ସମାଜ ଗୃହର ନୂତନ କର୍ମକର୍ତ୍ତା ନିର୍ବାଚିତ
New members of the House of Representatives have been elected
ଭଞ୍ଜନଗର :-ସମାଜ ଗୃହ, ଜାମପଲି ଠାରେ 75 ଗ୍ରାମ କୁ ନେଇ କଇଣ୍ଡି ଅଞ୍ଚଳର କର୍ମକର୍ତ୍ତା ଆଗାମୀ 5 ବର୍ଷ ପାଇଁ ସଭାପତି ଜଗବନ୍ଧୁ ଜେନା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କ ନେତୃତ୍ୱରେ 11ଟି ମଣ୍ଡଳ କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ନିର୍ବାଚିନ ହୋଇଯାଇଛି । ଏଥିରେ ଆଗାମୀ ପାଞ୍ଚ ବର୍ଷ ପାଇଁ ସଭାପତି ଭାବେ ଜଗବନ୍ଧୁ ଜେନା, ଉପସଭାପତି ସନ୍ତୋଷ ଜେନା, ସମ୍ପାଦକ ସୁବାସ ଚନ୍ଦ୍ରବ୍ବବ୍ବବ୍ବବ୍ବ ତାରିଣୀ, ସଂଗଠନ ସମ୍ପାଦକ ଶିବରାମ ପ୍ରଧାନ, ସଂଗଠକ ତ୍ରିଲୋଚନ ବିଷୋୟୀ, କୋଷାଧ୍ୟକ୍ଷ ବିଭୁତି ଭୂଷଣ ଜେନା ଓ ଉପଦେଷ୍ଟା ଭାବେ ସୁରେନ୍ଦ୍ର ନାଥ ସ୍ୱାଇଁ, ଶ୍ୟାମ ସୁନ୍ଦର ରଣସିଂହ ଉଭୟେ କେନ୍ଦ୍ର ପରିଷଦ କୁ ମନୋନୀତ ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ନବନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ପର୍ଯ୍ୟବେକ୍ଷକ କେନ୍ଦ୍ର ଉପଦେଷ୍ଟା ସୀତାରାମ ଜେନା କୁଳଦେବତା ବିଶ୍ୱରୂପୀ ଭଗବାନ ଙ୍କ ଆଗରେ ଶପଥ ପାଠ କରାଇଥିଲେ । ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ର କେନ୍ଦ୍ର ଉପଦେଷ୍ଟା ସୀତାରାମ ଯେନା ଯୋଗଦେଇ ନିର୍ବାଚନ ପରିଚାଳନା କରିଥିଲେ । ଏଥିରେ ପ୍ରତେକ ମଣ୍ଡଳ କର୍ମକର୍ତା ଙ୍କ ସମେତ ବହୁ ସମାଜ ଭାଇ ଯୋଗଦେଇଥିଲେ । ଶେଷରେ ନବନିର୍ବାଚିତ ସଭାପତି ଶାନ୍ତି ପାଠ କରି ସଭାସାଙ୍ଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୧/୭/୨୦୨୨ Sakhigopal News