Breaking News

ଇଦ ଉଲ ଜୁହା ପର୍ବ ପାଳିତ

 Eid ul-Fitr is celebrated
ବରଗଡ଼ ----ଆଜି ବରଗଡ ଜିଲ୍ଲା ଥୁଆପାଲି ଠାରେ ମୁସଲମାନ ସମ୍ପ୍ରଦାୟର ଇଦ ଉଲ ଜୁହା ପର୍ବ ପାଳିତ ହୋଇଯାଇଛି। ଏହି ଅବସରରେ ସମସ୍ତେ ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ପର୍ବ ଜୀବନରେ ଆନନ୍ଦ ଓ ସମୃଦ୍ଧତା ଓ ଭାଇଚାରା ମଜଭୁତ କରିବା। ସମସ୍ତେ ସମସ୍ତ ଙ୍କୁ ଇଦ ମୁବାରକ ଜଣାଇଥିଲେ।
 ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୨/୭/୨୦୨୨----୬,୧୫    Sakhigopal News,12/7/2022

Blog Archive

Popular Posts