Breaking News

କଙ୍କଡାପଦର ରେ ବ୍ରହ୍ମ ଯଜ୍ଞ ଅନୁଷ୍ଠିତ

Brahma yajna is performed at Kankadapadar

ମୁରିବାହାଲ----ମୁରିବାହାଲ ବ୍ଲକ ମାଳିଶିରା ପଞ୍ଚାୟତର କଙ୍କଡାପଦର ଗ୍ରାମ ଠାରେ ଧରଣୀ ପେନୁ ପକ୍ଷରୁ ବିଧିକାର୍ଯ୍ୟକର୍ତା ବୈଠକ ସହିତ ଅଲେଖ ମହିମା ଧର୍ମ ପକ୍ଷରୁ ବ୍ରହ୍ମ ମହିମା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।  ଧରଣୀ ପେନୁ ମଠାଧିଶ ବ୍ରହ୍ମ ଅବଧୂତ ଆନନ୍ଦ ବାବା, ବିଭୀଷଣ ବାବା, ସୁଶୀଳ ଦାସ ପ୍ରମୁଖ ଙ୍କ ତତ୍ତ୍ଵାବଧାନରେ ବ୍ରହ୍ମଯଜ୍ଞ ଘୃତାହୁତି ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲା କନ୍ଧ ସମାଜ ଯୁବ ସଂଗଠନ ର ଉପସଭାପତି ଧନେଶ୍ୱର ମାଝୀ, କନ୍ଧ ସମାଜ  ସଭାପତି ଲଳିତ ଜାନୀ,ସମ୍ପାଦକ ଡମ୍ବରୁଧର କୁଅଁର, ମାଳିଶିରା ସରପଞ୍ଚ ଦେବରାଜ ପାତ୍ର, ଧରଣୀ ପେନୁ ଜିଲା ସଂଯୋଜକ ଛବି ରାବଣ ଜାନୀ,ସିସିସି ନାର୍ଣ୍ଣ ସାହୁ,ଧରଣୀ ପେନୁ ଉପାଧ୍ୟକ୍ଷ ସୁଶୀଳ ଭୋଇ,କୁମରମଣି ମାଝୀ, ଅକୁର ଧରୁଆ,ମୋହନ ମାଝୀ, ଗୁପ୍ତେଶ୍ଵର ଭୋଇ,କପିଳାସ ଭୋଇ,ଧନୁର୍ଯ୍ୟ ମାଝୀ, ତିଲ ଭୋଇ,ହରମନ ଭରାସଗରିଆ,ଡୁଲେଶ୍ୱର ଧରୁଆ,ଭୋଳା ଧରୁଆ,ତପବନ୍ତ ବଛା, ଧନପତିସୁନା, ଇନ୍ଦ୍ରମଣି ମାଝୀ, ନନ୍ଦ ଧରୁଆ, ସୁନ୍ଦର ପ୍ରଧାନୀ,କୃପା ମାଝୀ,ଲଖପତି ଧରୁଆ ପ୍ରମୁଖ ସହଯୋଗ କରିଥିଲେ।
ବଲାଙ୍ଗୀର ରୁ ଅଶୋକ କୁମାର ଭୋଇ ,୧/୭/୨୦୨୨---୮,୪୫   Sakhigopal News,1/7/2022

Blog Archive

Popular Posts