କୃତ୍ରିମ ଅଙ୍ଗ ରୋପଣ ପାଇଁ ଜାରି ହେଲା ନିର୍ଦ୍ଦେଶନାମା
Guidelines for the implantation of artificial limbs have been issued
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ପକ୍ଷରୁ ସମସ୍ତ ଜନସାଧାରଣଙ୍କୁ ମାନଙ୍କୁ ଜଣାଇଦିଆଯାଇଛି ଯେ ଯୋଗ୍ୟ ଦିବ୍ୟାଙ୍ଗ ବ୍ୟକ୍ତି ତାଙ୍କର କୃତ୍ରିମ ଅଙ୍ଗ ରୋପଣ କରିବାକୁ ଚାହୁଁଥିଲେ ତୁରନ୍ତ ବିଡିଓ କ୍ଷୀରୋଦ କୁମାର ବେହେରା କିମ୍ବା ବ୍ଳକ ସାମାଜିକ ସୁରକ୍ଷା ଅଧିକାରିଣୀଙ୍କ ସହିତ ସାକ୍ଷାତ କରିବା ପାଇଁ ନିର୍ଦ୍ଦେଶ ନାମା ଜାରି କରାଯାଇଛି । ଏହା ଅତି ଜରୁରୀ ଥିବାରୁ ବିଡିଓ ଶ୍ରୀ ବେହେରା ତୁରନ୍ତ ସୋସିଆଲ ମିଡିଆରେ ଏ ଖବର ଜଣାଇବା ସହ ସମସ୍ତ ପଞ୍ଚାୟତ ସହିତ ବିଭିନ୍ନ ଗ୍ରୁଫ ମାଧ୍ୟମରେ ସୋସିଆଲ ମିଡିଆରେ ଜଣାଇଛନ୍ତି । ଯଦି ଏପରି କେହି ବ୍ୟକ୍ତି ଥାଆନ୍ତି ୮ ତାରିଖ ସୁଦ୍ଧା ବିଡିଓ ୯୪୩୭୨୩୦୭୯୫ କିମ୍ବା ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ୯୭୭୮୭୮୬୬୬୧ଙ୍କ ମୋବାଇଲି ନମ୍ବର ସହିତ ଯୋଗାଯୋଗ କରିବା ପାଇଁ ବିଡିଓ କ୍ଷୀରୋଦ କୁମାର ବେହେରା ନିବଦେନ କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୮/୩/୨୦୨୨---୬,୩୫ Sakhigopal News, 8/3/2022